ମୂଷଳ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ରେଳ ଷ୍ଟେସନର ଷ୍ଟ୍ରକଚରାଲ ସେଡ୍…କାର୍‌ ସମେତ ବାଇକ୍‌ କ୍ଷତିଗ୍ରସ୍ତ, ଏକାଧିକ ସାମାନ୍ୟ ଆହତ।ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

ରାଉରକେଲା, ୧୦/୦୮: ଏକ ଘଣ୍ଟାର ମୂଷଳଧାରା ବର୍ଷାରେ ରାଉରକେଲା ରେଳ ଷ୍ଟେସନ୍ ସମ୍ମୁଖରେ ନିର୍ମିତ ଏକ ଷ୍ଟ୍ରକଚରାଲ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ଆଜି ସକାଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଡ୍ ତଳେ ପାର୍କିଂ ହୋଇଥିବା ଏକ କାର୍‌ ସମେତ କିଛି ବାଇକ୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଘଟଣାରେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କୁ ନେବା ପାଇଁ ରାଉରକେଲା ରେଳ… Continue reading ମୂଷଳ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ରେଳ ଷ୍ଟେସନର ଷ୍ଟ୍ରକଚରାଲ ସେଡ୍…କାର୍‌ ସମେତ ବାଇକ୍‌ କ୍ଷତିଗ୍ରସ୍ତ, ଏକାଧିକ ସାମାନ୍ୟ ଆହତ।ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମର 18 ବର୍ଷର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି l ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଜଣେ ମିଷ୍ଠଭାଷୀ, ସରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ପୁଷ୍କରିଣୀରେ… Continue reading ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ

ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।

ବାଲିଅନ୍ତା ୦୯/୦୮ :- ଦିନକୁ ଦିନ ମଦ ନିଶା ଓ ଅନ୍ୟାନ୍ୟ ନିଶାର ପ୍ରାଦୁର୍ଭାବ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତୋଟି ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ ଯୁବ ବର୍ଗଙ୍କୁ ମଦୁଆ କରି ଭଲ ଭାବରେ ଦୁଇ ପଇସା ସହଜ ଉପାୟରେ ରୋଜଗାର କରିବାରେ ଲାଗିଛନ୍ତି। ଗାଁ ଗଣ୍ଡାରେ ଏହାର ପ୍ରାଦୁର୍ଭାବ ଦ୍ଵାରା ରାତି ହେଲେ ତାଟି କବାଟ ପଡିଯାଉଛି।ଏହାର ବାରଣ ପାଇଁ… Continue reading ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।

ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ।

ବାଲିଅନ୍ତା୦୯/୮ ( ଗୋବର୍ଦ୍ଧନ ଦାସ) :ସମାଜର ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍)ର ଆୟୋଜନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଆନ୍ତା ବ୍ଲକ ଅନ୍ତର୍ଗତ ଗୋହଳ ଗ୍ରାମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମର ୫୦ ଜଣ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ କରାଯାଇଥିଲା। ଏହି ଛତାଗୁଡ଼ିକ ରୋଟାରୀ କ୍ଲବ ଅଫ୍ ୟୁନିକ୍ ଭୁବନେଶ୍ୱରର ସହଯୋଗରେ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର… Continue reading ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ।

କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା

ଭୁବନେଶ୍ୱର ତା 09/08/26 ଅଗଷ୍ଟ କ୍ରାନ୍ତିଦିବସ ଅବସରରେ “ସମାଜ ଓ ଉଇ ଫର ଭୁବନେଶ୍ୱର “ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ କଳ୍ପନା ସ୍ଥିତ 45 ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବ୍ୟକ୍ତିବିଶେଷ, ସମାଜସେବୀ, ରକ୍ତଦାତା, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିବା ସହ ରକ୍ତଦାନ କରିଥିଲେ l ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର,… Continue reading କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା

ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପିଲା ପାଇଲେ ୧୮ ମେଡାଲ

ବାଲିଅନ୍ତା, ୮ / ୮ ହାଇଦ୍ରାବାଦ ଲକ୍ଷ୍ମୀ ଗାର୍ଡେନ ଅଡିଟୋରିୟରେ ଅନୁଷ୍ଠିତ ଦ୍ଵିତୀୟ ଆନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପ୍ରତିଯୋଗୀ ୧୮ଗୋଟି ମେଡାଲ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି lକୋଚ୍ ଉମାକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କଠୋର ପ୍ରଶିକ୍ଷଣ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି। ସୁଦେଷ୍ଣା ଶୁଭ ଦର୍ଶିନୀ ୨ଟି ସ୍ୱର୍ଣ୍ଣ, ୧ଟି କାଂସ୍ୟଶ୍ରୀ କୁମାର ଅଭିଷେକ ଭୋଇ ୧ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ… Continue reading ବାଳକାଟି ଉମା ମାର୍ଶାଲ ଆର୍ଟର ୬ ଜଣ ପିଲା ପାଇଲେ ୧୮ ମେଡାଲ

ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ଚିଲିକା, ୯।୮:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗାଁର ଲଲାତେନ୍ଦୁ ସାହୁ(୩୧) ପିତା-ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର Oppo-F19 Pro Plus ମୋବାଇଲ୍ ୧୦-୦୧-୨୦୨୫ ତାରିଖରେ ହଜିଯାଇଥିଲା ।ହଜିଯାଇଥିବା ମୋବାଇଲର IMEI ନଂ 861932057848071 ଏବଂ 861932057848063 ବାଲୁଗାଁ ପୋଲିସ ଟେକ୍ନିକାଲ୍ ଟ୍ରାକିଂ… Continue reading ବାଲୁଗାଁ ପୋଲିସର ତତ୍‌ପରତା,ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇଲା।

ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର ତା ୦୮/୦୮/୨୬ : ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣା, ପୁଜ୍ୟପୂଜା ପ୍ରାଣ, ସରଳ, ବନ୍ଧୁ ବତ୍ସଳା ସହିତ ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନର ଆଜୀବନ ଟ୍ରଷ୍ଟି ଥିଲେ । ଶ୍ରୀମତୀ ରାଉତଙ୍କ ସ୍ୱାମୀ ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ପ୍ରଧାନ ଶିକ୍ଷକ… Continue reading ସାରସ୍ୱତ ସାଧିକା ତଥା ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଚଳୀ ସଭା |

ଚିଲିକା, ୮। ୮:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଠାରେ ବାଣପୁର ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦ ଓ ଜାଗୃତିକା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି ତଥା ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କରଙ୍କ ପୌରୋହିତରେ ଓ ଭଗବତୀ ମଣ୍ଡଳ… Continue reading ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଚଳୀ ସଭା |

ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

ଭୁବନେଶ୍ୱର-୦୭/୦୮/୨୦୨୬: ବରିଷ୍ଠ ରାଜନେତା, ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତ ଆଜି ଅପରାହ୍ନ ୩ ଘ. ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ୮୭ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗୀୟା ରାଉତ ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନର ଆଜୀବନ ଟ୍ରଷ୍ଟି ଥିଲେ । ସେ ଜଣେ ଧର୍ମପରାୟଣା, ପୁଜ୍ୟପୂଜାପ୍ରାଣ, ସରଳ ବନ୍ଧୁ ବସôଳା ମହିଳା ଥିଲେ । ଶ୍ରୀମତୀ ରାଉତ ଙ୍କ ସ୍ୱାମୀ ଭୁବନେଶ୍ୱର… Continue reading ଡଃ ଜ୍ଞାନେନ୍ଦ୍ର ଙ୍କ ଶାଶୁ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗ

You cannot copy content of this page