ବାଲିଅନ୍ତା,୨0|୪():ବାଳକାଟି ହୀରାପୁର ସ୍ଥିତ ଗଡକଣ୍ଟୁଣିଆ ଠାରେ ଆବିର୍ଭୁତ ଚକ୍ରରାଜ ସୁଦର୍ଶନ ଦାରୁ ପୀଠ ଠାରେ ଆଜିଠାରୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ୫୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ପୁଣ୍ୟତୋୟା କୁଆଖାଇ ନଦୀରୁ ପୂର୍ଣ୍ଣାହୁତି ପାଇଁ ଜଳ ସଂଗ୍ରହ କରିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ… Continue reading ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ
ଗଡ଼କଣ୍ଟୁଣିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ଭାବ୍ୟମନ୍ଦିର ଶୁଭାରମ୍ଭ