ଭୂବନେଶ୍ୱର,୨୩/୫: ଆଗାମୀ ଛଅ ଦିନ ଯାଏ ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ଦ ରହିବ ।ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।୨୩ ମେ ଚତୁର୍ଥ ଶନିବାର, ୨୪ ମେ ରବିବାର ।୨୫ ଓ ୨୬ ତାରିଖରେ ବ୍ୟାଙ୍କରେ ଧର୍ମ ଘଟ ।ବ୍ୟାଙ୍କରେ ନୂତନ ନିଯୁକ୍ତି ଏବଂ ପେନସନ୍ ସଂପର୍କିତ ସମସ୍ୟା ପାଇଁ ବନ୍ଦ ରହିବ ।୨୭ ଓ ୨୮ ତାରିଖରେ ବକ୍ରି ଇଦ୍ ପାଇଁ ଛୁଟି ରହିବ।ବ୍ୟାଙ୍କ୍ ବନ୍ଦ… Continue reading ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ SBI ବ୍ୟାଙ୍କ୍ ବନ୍ଦ ରହିବ
ମେ ୨୩ ତାରିଖ ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ SBI ବ୍ୟାଙ୍କ୍ ବନ୍ଦ ରହିବ