ଭୁବନେଶ୍ୱର ତା -21/05/26 ସଂସ୍କୃତି ପୁରୁଷ, ବରିଷ୍ଠ ସ୍ତମ୍ଭକା ତଥା ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିବା ସହିତ ସାମ୍ବାଦିକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା ଚଳାଇଛି ବୋଲି ମତବ୍ୟକ୍ତ କରିଛନ୍ତି l ଗାଡି ଦୁର୍ଘଟଣାର ବାହାନା ଦର୍ଶାଇ, ପ୍ରକୃତ ସତ୍ୟ କଣ ତାହାର ସନ୍ଧାନ ନ କରି ଏପରି ବ୍ୟବହାର ପ୍ରଦର୍ଶନ କୌଣସି ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ କରିଛନ୍ତି l ମୁଖ୍ୟମନ୍ତ୍ରୀ… Continue reading ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର