ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା’ ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଶାଲଦି ପୂଜା, ଦେବା ଦେବୀ ଆମନ୍ତ୍ରଣ, ଅଗ୍ନି ସଂସ୍ଥାପନ ଓ ଆହୁତି ପ୍ରଦାନ କରାଯାଇଥିଲା। ଗୁରୁବାର ଦିନ ମନ୍ଦିର ପ୍ରତିଷ୍ଠା, ମନ୍ଦିର ରତ୍ନ ମୁଦ ସମାପନ କରାଯିବା ପରେ ମା’ତାରେଣୀଙ୍କୁ ଗ୍ରାମବାସୀମାନେ ବର୍ଣ୍ଣାଢ଼୍ୟ ଶୋଭା ଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଇ ମାଘସ୍ନାନ ପରେ ମା’ଙ୍କୁ ସିଂହାସନରେ ସ୍ଥାପନ କରିଥିଲେ । । ଉକ୍ତ କାର୍ଯ୍ୟକୁ ପଣ୍ଡିତ ଦିଲ୍ଲୀପ କୁମାର ସାମନ୍ତରାୟ, ପଣ୍ଡିତ ସୀମାଞ୍ଚଳ ମହାପାତ୍ର, ପଣ୍ଡିତ ସତ୍ୟ ନାରାୟଣ ଦାଶ, ପଣ୍ଡିତ ସୁବାସ ଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ଗୋଲେଖ ଦାଶ ଓ ପଣ୍ଡିତ ଅଶୋକ କୁମାର ଦାଶ ପ୍ରମୁଖ ବ୍ରାହ୍ମଣ ସାମନ୍ତ ମାନେ ସମ୍ପାଦନ କରିଥିଲେ। ମନ୍ଦିର ପ୍ରତିଷ୍ଠାର ପୁରୋଧା ଭାବେ ସସ୍ତ୍ରୀକ ରବୀନ୍ଦ୍ର ନାଥ ପ୍ରଧାନ ଉପବେଶନ କରିଥିଲେ। ମନ୍ଦିର ପ୍ରତିଷ୍ଠାରେ ଇଚ୍ଛାପୁର ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଶହ ଶହ ଭକ୍ତ ଯୋଗ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ଉକ୍ତ ପ୍ରତିଷ୍ଠାରେ ଯୋଗ ଦେଇଥିବା ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏଥିରେ ଇଚ୍ଛାପୁର ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ
ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା
27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ
ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ ପାଇଁ ଏସଏଲଡିସି ଡାଇରେକ୍ଟରଙ୍କୁ ତୁରନ୍ତ ବହିଷ୍କାର : ଉପଭୋକ୍ତା ମହାସଂଘ ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର
ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଘର
ଭୁବନ,(ବିମଳ କୁମାର ରଣାଙ୍କ ରିପୋର୍ଟ): ଶିଶିର ସାହୁଙ୍କ ବାସଗୃହ ସଂପୂର୍ଣ୍ଣ ଭାବେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡରେ ଘରର ସଂପୂର୍ଣ୍ଣ ଜଳି
ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।
ବାଲିଅନ୍ତା:୦୫/୦୬(ଗୋବର୍ଦ୍ଧନ ଦାସ)ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଵେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଧଉଳି ଛକରୁ ଧଉଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ହାତରେ ପ୍ଲାଗକାଡ ଧରି ପରିବେଶ ସୁରକ୍ଷା,ଗୋଟିଏ
ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ lଗଙ୍ଗୁଆ ଓ ଦାୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l
ପରିବେଶ ସୁରକ୍ଷା ପାଇଁ ଗଛ ମଧ୍ୟ ଲଗାଇଲେ lଭୁବନେଶ୍ୱର ତା 5 l 6 l ବିଶ୍ୱ ପରିବେଶ ଦିବସ ଅବସରେ ନଦୀ ଆନ୍ଦୋଳନକାରୀ ମାନେ ଆଜି ଗଙ୍ଗୁଆ କୂଳରେ ଏକତ୍ରିତ ହୋଉ ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି କରିବା ସହିତ
ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି |
ଚାନ୍ଦବାଲି:- ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ବାପା ବିଦ୍ଯାଧର ବେହେରା ଏବଂ ଝିଅ ମଧୁସ୍ମିତା ବେହେରାଙ୍କ ସହିତ ମନୋରଞ୍ଜନ
ସ୍କୁଟି ଚୋରୀ କରି ଧରାପଡିଗଲା ଦୁର୍ବୁତ୍ତ
ବାଲିଅନ୍ତା,୪|୬(ଗୋବର୍ଦ୍ଧନ ଦାସ):ସ୍କୁଟି ଚୋରୀ କରି ବନ୍ଧାହେଲା ଦୁର୍ବୁତ୍ତ l ଘଟଣାଟି ଧଉଳି ଥାନାରେ ଘଟିଥିବା ବେଳେ ପୁଲିସ ଉକ୍ତ ଚୋରକୁ ବାନ୍ଧି ଅଦାଲତ ଚାଲାଣ କରିଛି l ସେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ନୋଳିଆ ସାହିର ପପୁ ଓରଫ ନିର୍ମଳ
ବେଆଇନ ବାଲି ପରିବହନରେ ଟ୍ରାକ୍ଟର ଜବତ,ଚାଳକ ଗିରଫ।
ବାଲିଅନ୍ତା ୦୪/୦୬(ଗୋବର୍ଦ୍ଧନ ଦାସ):- ଧଉଳି ଥାନାର ଏଏସ୍ଆଇ ମନ୍ମଥ କୁମାର ବେହେରାଙ୍କ ରିପୋର୍ଟ ଉପରେ ଉପରୋକ୍ତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ଆଜି ତା. ୦୪.୦୬.୨୦୨୬ ରିଖ ପ୍ରାୟ ରାତି ୧୨:୫୦ ମିନିଟ୍ ସମୟରେ ଧଉଳି ଥାନା
ବିଶ୍ୱ ସାଇକେଲ ଦିବସ ପାଳିତ।
ବାଲିଅନ୍ତା, ୩/୬ (ଗୋବର୍ଦ୍ଧନ ଦାସ): - ବିଶ୍ୱ ସାଇକେଲ ଦିବସ ଅବସରରେ ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ମେରା ଯୁବ ଭାରତ, ଖୋରଧା ଓ ଯଶୁଆପୁର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ଯଶୁଆପୁର ସରକାରୀ ଉନ୍ନୀତ
ବରିଷ୍ଠ ସମାଜସେବୀ ଗଦାଧର ଖୁଣ୍ଟିଆଙ୍କ ବିୟୋଗ
ଖୋର୍ଦ୍ଧା ତା 02/06/26 ମହିମା ସେବା ଫାଉଣ୍ଡେସନର ସଭାପତି, ସମାଜସେବୀ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ନିଷ୍ଠାପର ବ୍ୟକ୍ତିତ୍ୱ, ନାରାୟଣ ଖୁଣ୍ଟିଆଙ୍କ ପିତା ଗଦାଧର ଖୁଣ୍ଟିଆଙ୍କ ଖୋର୍ଦ୍ଧା ନୟାପଲ୍ଲୀ ସ୍ଥିତ ଦେଉଳି ଠାରେ ଦେହାନ୍ତ ହୋଇଛି l ଜଣେ ସରଳ,
୩୪ତମ ନୃତ୍ୟାଞ୍ଜଳି ମହୋତ୍ସବ ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ସଂଗୀତରେ ବିମୁଗ୍ଧ ଦର୍ଶକ l
ଗୁରୁ ଶ୍ରୀ ବ୍ରଜକିଶୋର ମଲ୍ଲିକ ଓ ସଚ୍ଚିଦାନନ୍ଦ ଦାସ ଙ୍କୁ ନୃତ୍ୟାଞ୍ଜଳି ସମ୍ମାନ ଏବଂ ଉପେନ୍ଦ୍ର ପାହାଡ଼ସିଂଙ୍କୁ ମରଣତର ଓ ପ୍ରଫେଶର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଙ୍କୁ ନାଟ୍ୟ ପୁରୁଷ ସମ୍ମାନ 34ତମ ନୃତ୍ୟାଞ୍ଜଳି ମହୋତ୍ସବ ଆଜି ରବିନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ
ଶ୍ରଦ୍ଧାଞ୍ଜଳି ଦିବସରେ ପିଲା ମାନଙ୍କୁ ପାଠ୍ୟ ଉପକରଣ ବଂଟନ
ଭୁବନ: ଓଡିଶ ଗ୍ରାମରେ ପ୍ରସନ୍ନ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରସନ୍ନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ଦିବସ ଅବସରରେ ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କ ସ୍ତ୍ର, ଝୀଅ ଓ ଜ୍ୱାଇଁ ସାମିଲ ହୋଇ ପିଲା
କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୬ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର ।
ଭୁବନେଶ୍ୱର (୩୧.୦୫.୨୦୨୬): ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ “ଦେବସ୍ମୃତି ମହୋତ୍ସବ ୨୦୨୬” (ଏକ ଓଡ଼ିଶୀ ନୃତ୍ୟର ସନ୍ଧ୍ୟା) ଆୟୋଜନ କରିଥିଲା
ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ
ବାଲିଅନ୍ତା, ୩୧/୫ ବିଶ୍ୱ ଋତୁଶ୍ରାବ ଦିବସ ଅବସରରେ ଶୈଳବାଳା ଫାଉଣ୍ଡେସନ ଓ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଯଶୁଆପୁର ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇ
ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଘର ବାହୁଡ଼ିଲେ ପିପିଲି ନିର୍ବାଚନମଣ୍ଡଳୀ କଂଗ୍ରେସର ଜଣାଶୁଣା ରାଜନେତା ସ୍ବର୍ଗତଃ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ଓରଫ ରାଜା l ବାପା ସ୍ବର୍ଗତଃ ସାମନ୍ତରାୟ ପୂର୍ବରୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିବାବେଳେ ଗତ ନିର୍ବାଚନରେ ବାପା ଓ ପୁଅ
ମହାନଦୀ ବଞ୍ଚାଓ ଆନ୍ଦୋଳନ
ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କରେ ଚିନ୍ତନ ବୈଠକ ଅନୁଷ୍ଠିତ lଶାସକ ଦଳକୁ ଛାଡି ଯୋଗ ଦେଲେ ସବୁ ରାଜନୈକ ଦଳ l ମହାନଦୀରେ ପ୍ରକୃତରେ କେତେ ପାଣି ଉପଲବ୍ଧ ତାକୁ ନେଇ ଦିଲ୍ଲୀରେ ହେବ ଜାତୀୟ ବୈଷୟିକ ଚିନ୍ତନ ବୈଠକ
ସ୍ୱର୍ଣ୍ଣକାର ସଂଘ ପାଳନ କଲେ ବିଶ୍ଵ ତମାଖୁ ବର୍ଜନ ଦିବସ
ବାଲିଅନ୍ତା,୩୧|୫(ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଶାନ୍ତିସ୍ତୁପ ଧଉଳିରେ "ବିଶ୍ଵ ତମାଖୁ ବର୍ଜନ ଦିବସ" ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଏସ. ଆଇ ପ୍ରବୀର ଲେଙ୍କା ଓ ସମାଜ ସେବୀ ମଦମୁକ୍ତ
ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ
ଭୁବନେଶ୍ୱର ତା 31/05/26 ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟ ନଗର ବସ୍ତିରୁ ଏକ ପଥପ୍ରାନ୍ତ ସଭା ବାହାରି ବମିଖାଲ
ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ
ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସେନ୍ଟନାରୀ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ
ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ମାମଲାରେ ନୂଆ ଏକ ମୋଡ
ଉତ୍କଳ ବୁଲେଟିନ୍, ୩୧/୫:(ପ୍ରିୟବ୍ରତ ବାରିକ) ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ଘଟଣାର ଆଉ ଏକ ନୂଆ ସନ୍ଦେହ ଦେଖାଦେଇଛି । ବାରଙ୍ଗ ପୋଲିସ ଏବଂ ମେଡ୍ ଏକ୍ସ ହସ୍ପିଟାଲ୍ ବି ସନ୍ଦେହ ପରିସରକୁ ଆସିଛି । ରାକେଶ ବେହେରା ଥାନା କୁ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ