ତାମିଲନାଡୁ ରେ ନୂଆ ସରକାର ଗଠନ

ତାମିଲନାଡୁ ରେ ନୂଆ ସରକାର ଗଠନ ହୋଇଥିବା ବେଳେ, ନୂଆ ସରକାର ଆସୁ ଆସୁ ନେଇଛି ବଡ଼ ନିଷ୍ପତି । TVK ପାର୍ଟି ପ୍ରଥମ କରି ନୂଆ ଦଳ ଗଠନ କରୀ ତାମିଲନାଡୁର ରାଜନୈତିକ ଦଳ ମଧ୍ୟରେ ପ୍ରତିନ୍ଦୋଦିତ ସୃଷ୍ଟି କରିଛି । TVK ପାର୍ଟିର ପ୍ରତିଷ୍ଠାତା ତାମିଲ ସୁପର ଷ୍ଟାର ଥାଲାପତି ବିଜୟ । ପ୍ରଥମ କରି ପାର୍ଟି ଏବଂ ନିର୍ବାଚନ ରେ ନିର୍ବାଚନ ଲଢି
ଏବଂ ବହୁମତ ରେ ନିର୍ବାଚନ ରେ ବିଜୟ ପାଇଛି । ତାମିଲନାଡୁ ରେ ନୂଆ ସରକାର ଗଠନ କରିପାରିଛି । ୧୦ ମେ ତାରିଖ ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛିନ୍ତି ଥାଲାପତି ବିଜୟ, ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ଆରମ୍ଭ କରିଦେଇଛନ୍ତ ଫିଲ୍ମ ଷ୍ଟାଇଲ ରେ ଆକ୍ସନ୍‌ ।

ପ୍ରଥମ କରି ମଦ ଦୋକାନ ବନ୍ଦ ନିର୍ଦ୍ଦେଶ । ୧- ୧୫ ଦିନ ମଧ୍ୟରେ ମଦ ଦୋକାନ ବନ୍ଦ ହେବ ଜଦି କେହି ନ ମାନନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ୭୧ ୭ ଟି ସରକାରୀ TASMAC ମଦ ଦୋକାନ କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ସପ୍ତାହ ମଧ୍ୟରେ ବନ୍ଦ ପାଇଁ ନିର୍ଦ୍ଦେଶ, କେଉଁ ସ୍ଥାନ ଗୁଡିକରେ ମଦ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ? ବସ୍‌ ଷ୍ଟାଣ୍ଡ ସମ୍ବେଦନଶୀଳ ରୁ ହଟିବ ମଦ ଦୋକାନ, ସ୍କୁଲ ଏବଂ ମନ୍ଦିରର ୫୦୦ କମିଟର ପରିଧି ଭିତରେ ହଟିବ ସବୁ ମଦ ଦୋକାନ ,ତାମିଲ୍ ନାଡ଼ୁ ରେ ଏକକଳିନ ହଟିବ ୭୧୭ ଟି ମଦ ଦୋକାନ ।

ପ୍ରିୟବ୍ରତ ବାରିକ ଉତ୍କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page