ବାଲୁଗାଁ: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବାଲୁଗାଁ ଥାନା ପରିସରରେ ‘ଆମ ପୋଲିସ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସାଇବର ଠକେଇରୁ ସତର୍କ ରହିବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା। ଏଥିରେ ମୋବାଇଲ ମାଧ୍ୟମରେ ଆସୁଥିବା ଲୋଭନୀୟ ଅଫରରୁ ଦୂରେଇ ରହିବା, ଅଜଣା ଭିଡିଓ କଲ ରିସିଭ ନକରିବା ଏବଂ ଗୋପନୀୟ ତଥ୍ୟ କାହାକୁ ନଦେବା ପାଇଁ ସଚେତନ କରାଯାଇଥିଲା I ଏହି ଅବସରରେ ଶ୍ରୀମତୀ ନାୟକ କହିଲେ, “ପ୍ରଶାସନର ପ୍ରୟାସ ଯଥେଷ୍ଟ ନୁହେଁ। ପ୍ରତିଟି ନାଗରିକ ସକ୍ରିୟ ଭାବେ ସଚେତନ ହେଲେ ହିଁ ଆମେ ଏକ ସୁରକ୍ଷିତ ସମାଜ ଗଢ଼ିପାରିବା।” କାର୍ଯ୍ୟକ୍ରମରେ ଥାନା କର୍ମଚାରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭାଇ-ଭଉଣୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସାଧାରଣ ଜନତା ଯୋଗ ଦେଇଥିଲେ। ଉପସ୍ଥିତ ନାଗରିକମାନେ ବିଭିନ୍ନ ପ୍ରସ୍ତାବ ଦେବା ସହିତ ଅସାମାଜିକ କାର୍ଯ୍ୟକଳାପ ଓ ସାଇବର ଠକେଇ ରୋକିବା ପାଇଁ ସମ୍ମିଳିତ ପ୍ରୟାସ ଜାରି ରଖିବାକୁ ମତ ପ୍ରକାଶ କଲେ। ଶେଷରେ ଏକ ସୁସ୍ଥ, ସୁରକ୍ଷିତ ଏବଂ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ I ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି
ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
ଚିଲିକା: ଦେଶର ୮୦ ତମ ସ୍ୱାଧୀନତା ଦିବସ ଆଜି ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଦେଶଭକ୍ତିର ସହ ପାଳନ କରାଯାଇଛି ।.ସକାଳ ୮ଟା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସ୍ୱାଇଁ,
ବାଲୁଗାଁ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ଚିଲିକା: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ
ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ବାଲୁଗାଁ: ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା
ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ
ଭୁବନେଶ୍ୱର ତା. ୧୪/୮ ରିଖ : ଭାରତବର୍ଷରେ ବିଶିଷ୍ଟ ସନ୍ଥ ଧର୍ମସମ୍ରାଟ କରପତ୍ରୀ ଜୀ ମହାରାଜଙ୍କ ୧୧୯ତମ ପ୍ରକଟ ଦିବସ, ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ସନ୍ଥ ବାବାଜୀ ମହାରାଜଙ୍କ ୧୧୮ତମ ଜନ୍ମୋତ୍ସବ ଓ ଜ୍ୟୋର୍ତିପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ
ଆମ ପୋଲିସ କାର୍ଯ୍ୟକ୍ରମ: ସାଇବର ଠକେଇ ଓ ନିଶା ମୁକ୍ତି ଉପରେ ଗୁରୁତ୍ୱ
ବାଲୁଗାଁ, : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ 'ଆମ ପୋଲିସ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ
ଅବିରାମ ବର୍ଷାରେ ବେହାଲ ରାଉରକେଲା ସ୍ମାର୍ଟ ସିଟି : ଜଳମଗ୍ନ ରାସ୍ତା, ରେଳପଥ ଓ ତଳିଆ ଅଞ୍ଚଳ, ଜନଜୀବନ ଅସ୍ତବ୍ୟସ୍ତ…
ରାଉରକେଲା, ୧୩ ଅଗଷ୍ଟ:ଆଜି ଭୋରୁ ରାଉରକେଲା ସହରରେ ଲାଗି ରହିଥିବା ଅବିରାମ ପ୍ରବଳ ବର୍ଷା ଯୋଗୁଁ ସ୍ମାର୍ଟ ସିଟିର ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଘର
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର
ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଙ୍କୁ ସମ୍ବର୍ଦ୍ଧନା
ବାଲିଅନ୍ତା ୧୩/୦୮:- ପୂର୍ବତନ ଖାଦି ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ସିଜିନ୍ ୧୬ର ବିଜେତା, ଓଡ଼ିଆ ଝିଅ ତଥା ଓଡ଼ିଶାର ଗର୍ବ ଗୌରବ କଣ୍ଠଶିଳ୍ପୀ ସୁଶ୍ରୀ ଜ୍ୟୋତିର୍ମୟୀ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ସମ୍ମାନିତ
ଭୂବନେଶ୍ୱର / ନୁଆଦିଲ୍ଲୀ - ଭିଜନ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ କନଷ୍ଟିଚ୍ୟୁସନ କ୍ଲବ, ଡେପୁଟି ସ୍ପିକର ହଲ୍, ନୂଆ ଦିଲ୍ଲୀଠାରେ ଆୟୋଜିତ ମହିଳା ସଶକ୍ତିକରଣ ପାଇଁ ସମର୍ପିତ "ଓମେନ ଏମ୍ପାୱରମେଣ୍ଟ ଆୱାର୍ଡ ୨୦୨୬" ସମାରୋହର ଆୟୋଜନ କରାଯାଇଥିଲା ଏବଂ ସର୍ବଭାରତୀୟ ସ୍ତରରେ
ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମେଧାବୃତ୍ତି ସମ୍ମାନ
ବାଲିଅନ୍ତା,୧୨|୮(ଗୋବର୍ଦ୍ଧନ ଦାସ):ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲୋକପ୍ରିୟ ଜନନେତା, ବର୍ଷିଆନ ରାଜନେତା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ୮୩ ତମ ଜନ୍ମଜୟନ୍ତୀ ଅବସରରେ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରମ ସାମନ୍ତରାପୁର ସ୍ଥିତ ଭୂଆସୁଣୀ ମନ୍ଦିର ପ୍ରାଙ୍ଗଣରେ ପାଳିତ
ପିକକ୍ ଦ୍ବାର ଖୋର୍ଦ୍ଧାରେ ୨,୦୦୦ ଚାରାରୋପଣ।
ବାଲିଅନ୍ତା, ୧୨/୦୮ (ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼ ଏବଂ ଭୁବନେଶ୍ବର
ଗାନ୍ଧିଜୀ ଅନୁଷ୍ଠାନ ପକ୍ଷରୁ ବନ୍ୟା ପୀଡିତଙ୍କୁ ରିଲିଫ ବଣ୍ଟନ
ପୁରୀ ତା 11/08/26 ପୁରୀ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ର ନିର୍ଦ୍ଧେଶିକା ପ୍ରିୟାଂଶୀ ଦାଶଙ୍କ ପ୍ରଚେଷ୍ଟା ରେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ପୁରୀଜିଲ୍ଲା
ଓଡ଼ିଆ ପାଲା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର ତା 10/08/26 ଓଡ଼ିଆ ପାଲା ସଂସ୍କୃତିର ପ୍ରବାଦ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ପୁଜ୍ୟ ପୂଜା
ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ
ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମ(ଟୋଲକ ପଡା )ପିତା ସୁଶାନ୍ତ କୁମାର ପ୍ରଧାନଙ୍କ 18 ବର୍ଷର ପୁତ୍ର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି
ଓଡ଼ିଆ ପାଲା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର ତା 10/08/26 ଓଡ଼ିଆ ପାଲା ସଂସ୍କୃତିର ପ୍ରବାଦ ପୁରୁଷ ଗାୟକ ଶେଖର ଜଗନ୍ନାଥ ବେହେରା ଓ ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ପୁଜ୍ୟ ପୂଜା
ମୂଷଳ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ରେଳ ଷ୍ଟେସନର ଷ୍ଟ୍ରକଚରାଲ ସେଡ୍…କାର୍ ସମେତ ବାଇକ୍ କ୍ଷତିଗ୍ରସ୍ତ, ଏକାଧିକ ସାମାନ୍ୟ ଆହତ।ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ
ରାଉରକେଲା, ୧୦/୦୮: ଏକ ଘଣ୍ଟାର ମୂଷଳଧାରା ବର୍ଷାରେ ରାଉରକେଲା ରେଳ ଷ୍ଟେସନ୍ ସମ୍ମୁଖରେ ନିର୍ମିତ ଏକ ଷ୍ଟ୍ରକଚରାଲ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ଆଜି ସକାଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେଡ୍ ତଳେ ପାର୍କିଂ ହୋଇଥିବା ଏକ କାର୍ ସମେତ
ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ
ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମର 18 ବର୍ଷର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି l ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି
ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେଲେ ଧଉଳି ସ୍ଵୟଂ ସହାୟତା ଗୋଷ୍ଠୀ।
ବାଲିଅନ୍ତା ୦୯/୦୮ :- ଦିନକୁ ଦିନ ମଦ ନିଶା ଓ ଅନ୍ୟାନ୍ୟ ନିଶାର ପ୍ରାଦୁର୍ଭାବ ବୃଦ୍ଧି ଘଟିବାରେ ଲାଗିଛି।ଯାହା ସହର ଠାରୁ ଗ୍ରାମ୍ୟ ଜୀବନକୁ କଳୁଷିତ କରିଚାଲିଛି। କେତୋଟି ମୁଷ୍ଟିମେୟ ବ୍ୟକ୍ତି ଲୁଚାଛପାରେ ବାହାରୁ ଦେଶୀ ମଦ ଆଣି ଗାଁ ଗହଳରେ
ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ।
ବାଲିଅନ୍ତା୦୯/୮ ( ଗୋବର୍ଦ୍ଧନ ଦାସ) :ସମାଜର ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍)ର ଆୟୋଜନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଆନ୍ତା ବ୍ଲକ ଅନ୍ତର୍ଗତ ଗୋହଳ ଗ୍ରାମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ
କ୍ରାନ୍ତିଦିବସରେ ରକ୍ତଦାନ ସହ ଯୁବପୀଢ଼ିଙ୍କୁ ବାର୍ତ୍ତା
ଭୁବନେଶ୍ୱର ତା 09/08/26 ଅଗଷ୍ଟ କ୍ରାନ୍ତିଦିବସ ଅବସରରେ "ସମାଜ ଓ ଉଇ ଫର ଭୁବନେଶ୍ୱର "ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ କଳ୍ପନା ସ୍ଥିତ 45 ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ବିଶାଳ ରକ୍ତଦାନ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
Entertainment
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ