ବାଲିଅନ୍ତା– ତା.୩୦.୦୩.୨୦୨୬- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଶିଶୁପାଳ ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯାଇଛି । ଏଥମଧ୍ୟରୁ ୬ଟି ଅଭିଯୋଗ ଗ୍ରାମ ସମ୍ବନ୍ଧୀୟ ରହିଥିଲା ବେଳେ ଉକ୍ତ ଅଭିଯୋଗ ଗୁଡିକ ମଧ୍ୟରୁ ୬ ଗୋଟି ଅଭିଯୋଗକୁ ତତ୍କାଳ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଏବଂ ଅନ୍ୟ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏତଦବ୍ୟତୀତ ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ । ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ତହସିଲଦାର ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡ଼ିଓ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅନ୍ୟ ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୂରଣପ୍ରଧାନ ପଞ୍ଚାୟତ ସମବାୟ ସମିତି
ବାଲିଅନ୍ତା, ୧୪|୦୫): ବାଲିଅନ୍ତା ବ୍ଲକ ଅଧିନ ପୁରଣ ପ୍ରଧାନ ପଞ୍ଚାୟତର ଚାଷୀ ମାନଙ୍କର ବହୁତ ଦିନର ଆଶା ପୂରଣ ହୋଇଛି । ପୂରଣ ପ୍ରଧାନ ପଞ୍ଚାୟତରେ ନୂତନ ଭାବେ ସମବାୟ ସମିତି କାର୍ଯ୍ୟାଳୟର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟାଳୟ ଅସ୍ଥାୟୀ
ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବାଳକାଟିର ବିସ୍ଥାପିତ ବ୍ୟବସାୟୀଥଇଥାନ ନିମନ୍ତେ ଅନୁରୋଧ କଲେ
ବାଲିଅନ୍ତା ,୧୪|୫):ସରଦେଇପୁର-ନିମାପଡା ରାସ୍ତା ସମ୍ପ୍ରସାରଣ ନିମନ୍ତେ ବାଳକାଟି ବଜାର ଉଛେଦ ପରେ ଗତ ୪/୫ ମାସ ଧରି ଦୋକାନ ହରାଇଥିବା ବିସ୍ଥାପିତ ବ୍ୟବସାୟୀ ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି l ସେମାନଙ୍କ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଛି l
ବିନ୍ଦୁସାଗର ଖାଲି ଏକ ଚଳଚିତ୍ର ନୁହେଁ : ଏହା ଏକ ସାଂସ୍କୃତିକ ଜନ ଆନ୍ଦୋଳନ ।
ବାଲିଅନ୍ତା (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଭାଷା କଳା ସାହିତ୍ୟ ସସ୍କୂତି ଚଳଚିତ୍ର କୁ ଆଧାର କରି ଗଢ଼ିଉଠିଥିବା ଗୈ।ରବମୟ ପରମପରା , ଯାହା ହେଉଛି ଆମ ଓଡିଆମାନଙ୍କର ଅସ୍ମିତା ତାହାକୁ ଆଜି ଗୋଟିଏ ନୂତନ ଯୁବ କଳାକାର ଗୋଷ୍ଠି ସମଗ୍ର ବିଶ୍ୱ
ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ “ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “
ଭୁବନେଶ୍ବର ସ୍ଥିତ , ଇସ୍କନ ମନ୍ଦିର ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବ ଉପଲକ୍ଷେ ,"ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ " ର ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ , ମାହାରୀ ନୃତ୍ୟ ,କଥକ ନୃତ୍ୟ ଭଜନ ନୃତ୍ୟ ଏବଂ ଭଜନ
ଚିଲିକା ହ୍ରଦ ମଧ୍ୟ ଭାଗରେ ଥିବା ଭଷରା ପାହାଡ ଦାଢରେ ଭୟାବହ ଅଗ୍ନିକାଣ୍ଡ |ଏକର ଏକର ନଳ ଘାସରେ ଲାଗିଲା ନିଆଁ।
BIG BREAKING BALUGAON… ଚିଲିକା,୧୪।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ପୂର୍ବ ପାର୍ଶ୍ଵରେ ଥିବା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମଧ୍ଯ ଭାଗରେ ଅବସ୍ଥିତ ଭଷରା ପାହାଡ ଦାଢରେ ଥିବା ନଳ ଘାସରେ ଆଜି ସକାଳ ୯ଟା ସମୟରେ
ବରିଷ୍ଠ ପୁଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡାଙ୍କ ବିୟୋଗପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ତା 13/05/26 ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ -ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡାଙ୍କ 73 ବର୍ଷ ବୟସରେ ହୃଦଘାତରେ ବିୟୋଗ ଘଟିଛି l ଦୀର୍ଘ ଦିନଧରି ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ
ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍ ତୈଳ ସଙ୍କଟ
ଭୁବନେଶ୍ଵର,୧୩/୫: ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବଡ଼ ଅପିଲ୍ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ କମ୍ ଉପଯୋଗ କର ବୋଲି କହିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପଡି ଲାଣି । ଜନସାଧାଣଙ୍କ ଉପରେ ଏହାର ପ୍ରଭାବ ପଡି ସାରିଲାଣି ।
NEET UG 2026 ପେପର ଲିକ୍ ପରୀକ୍ଷା ବାତିଲ୍
ଉତ୍କଳ ବୁଲେଟିନ୍, ୧୩/୫: Priyabrata Barik: ପୁଣି ଥରେ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯେଉଁ ମାନେ ଡାକ୍ତର ହେବା ପାଇଁ ଆଶା ରଖିଥିଲେ, ଯେଉଁ ମାନେ ଡାକ୍ତର ହେବା ପାଇଁ NEET ପରୀକ୍ଷା
ତାମିଲନାଡୁ ରେ ନୂଆ ସରକାର ଗଠନ
ତାମିଲନାଡୁ ରେ ନୂଆ ସରକାର ଗଠନ ହୋଇଥିବା ବେଳେ, ନୂଆ ସରକାର ଆସୁ ଆସୁ ନେଇଛି ବଡ଼ ନିଷ୍ପତି । TVK ପାର୍ଟି ପ୍ରଥମ କରି ନୂଆ ଦଳ ଗଠନ କରୀ ତାମିଲନାଡୁର ରାଜନୈତିକ ଦଳ ମଧ୍ୟରେ ପ୍ରତିନ୍ଦୋଦିତ ସୃଷ୍ଟି କରିଛି
ନାଗାଯାତ୍ରା ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା ୧୨/୦୫ :- ବାଳକାଟି ସ୍ତାନୀୟ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀମଦନ ମୋହନ ଦେବଙ୍କ ଚନ୍ଦନ ନୀତି ଶେଷ ହେବା ସହିତ ନାଗା ଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ପ୍ରଥମେ ଏହି ଯାତ୍ରା ରେ ବ୍ୟବହୃତ ଖଣ୍ଡ, ଠେଙ୍ଗା,
ଶିଳାନ୍ୟାସ ପୂର୍ବରୁ କିମ୍ବା ପରେ ଫଳକ ତାଡି ନେଉଛନ୍ତି
ବାଲିଅନ୍ତା,୧୨|୫:ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବଦା ଫଳକକୁ ନେଇ ରାଜନୀତି ସରଗରମ ହୋଇଥାଏ l କେଉଁଠି ବିରୋଧୀ ଫଳକ ଭାଙ୍ଗିଲେଣି ତ କେଉଁଠି ଗୋଟିଏ ପ୍ରକଳ୍ପ ନିମନ୍ତେ ୨/୨ ଟା ଫଳକ ଶିଳାନ୍ୟାସ ହୋଇଥାଏ l
ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଅଭିଯୋଗ ଶୁଣାଣି ଶିବିର
ଚିଲିକା,୧୨।୫:ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ନିମିତ୍ତ ଏକ ଶିବିରର ଆୟୋଜନ କରାଯାଇଥିଲା । ସମୁଦାୟ ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ଜୟନ୍ତୀ ପାଳିତ
ଚିଲିକା,୧୧।୫:ପ୍ରଖ୍ୟାତ ଚିତ୍ର ଶିଳ୍ପୀ, ସାରସ୍ୱତ ସାଧକ, ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ସ୍ଥପତି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଜର ଜନ୍ମସ୍ଥାନ ନରେନ୍ଦ୍ରପୁରର ଉପେନ୍ଦ୍ର ବିଦ୍ୟାପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି
ନାଚୁଣୀ ପୋଲିସ୍ ଦ୍ୱାରା ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ
ଚିଲିକା, ୧୧।୫:ନାଚୁଣୀ ଥାନା ପୋଲିସ୍ କୁ ମିଳିଛି ଏକ ବଡ ଧରଣର ସଫଳତା। ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ
ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା
ଚିଲିକା,୧୦।୫: ଆଜି ବିଶ୍ୱ ମାତୃ ଦିବସ ଉପଲକ୍ଷେ ବୋଲଗଡ଼ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି । ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ମାଣିବନ୍ଧ ସାଧନ
ଏକାମ୍ର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଧଉଳିର ଐତିହ୍ୟ ଅନୁସନ୍ଧାନ: ଏକ ଶୈକ୍ଷିକ ପରିଦର୍ଶନ
ବାଲିଅନ୍ତା, ଅଦ୍ୟ ତା-୧୦ ମେ ୨୦୨୬: ରିଖ ଦିନ ଜାତୀୟ ଶିକ୍ଷାନୀତି (NEP-2020) ର ଲକ୍ଷ୍ୟ ଅନୁଯାୟୀ, ଶିକ୍ଷାକୁ କେବଳ ଶ୍ରେଣୀ ଗୃହ ମଧ୍ୟରେ ସୀମିତ ନ ରଖି ବାସ୍ତବ ଅଭିଜ୍ଞତା ମାଧ୍ୟମରେ ସମୃଦ୍ଧ କରିବା ପାଇଁ ଏକାମ୍ର ମହାବିଦ୍ୟାଳୟ ପକ୍ଷରୁ
ମାତୃ ଦିବସ ଅବସରରେ ମହିଳାଙ୍କପ୍ରେରଣାରଉସô
ଭାରତୀୟସଂସ୍କୃତି ଓ ପରମ୍ପରାମୁଖ୍ୟତଃ ନାରୀମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି ।ବୈଦିକ ଯୁଗରୁଶ୍ରୁତିବେଦକୁମୁଖସ୍ତକରିଥିବାମହନୀୟାମହିଳା ଗାର୍ଗୀ, ମୈତ୍ରେୟୀଙ୍କ କଥା ନିଆଯାଉକିମ୍ବା ପୁରାଣ ପୃଷ୍ଠାରୁ ଦୁର୍ଗା, କାଳୀ, ସୀତା, ସତୀ, ସାବିତ୍ରୀ ପ୍ରମୁଖଙ୍କଭଳିଶକ୍ତିଶାଳୀ, ମହିୟସୀ ଦେବୀମାନଙ୍କ କଥା ବିଚାରକୁ ନିଆଯାଉ । ନାରୀବିନାଭାରତୀୟସଂସ୍କୃତିକୁ ପରିକଳ୍ପନାକରିବାବାହୁଲ୍ୟମାତ୍ର ।ସାମାଜିକ, ଧାର୍ମିକ,
ମାତୃ ଦିବସରେ ପ୍ରୟାସର ବୃକ୍ଷ ରୋପଣ
ବାଲିଅନ୍ତା ୧୦/୦୫:- ବନ୍ଦନୀୟ ହେଉଛନ୍ତି ତିନି ମାତା… ଗଙ୍ଗା ମାତା, ଗୋ ମାତା ଓ ପୃଥିବୀ ମାତା। ଆଜି ପୃଥିବୀ ମାତାଙ୍କ ଦିବସ। ଏହି ଉପଲକ୍ଷେ ପ୍ରୟାସ ତରଫରୁ ପୃଥିବୀ ମାତାଙ୍କ ପୂଜନ ପୂର୍ବକ ଭୁବନେଶ୍ୱରରୁ ଉତ୍ତାପ ରୁ ରକ୍ଷା କରିବା
ବାଳକାଟିରେ ଉମା ମାର୍ଶାଲ ଆର୍ଟ ଆନୁକୂଲ୍ୟରେ ବାର୍ଷିକ ବେଲ୍ଟ ପରୀକ୍ଷା ଅନୁଷ୍ଠିତ, ୨୦ ପ୍ରତିଯୋଗୀ ଅଂଶଗ୍ରହଣ
ବାଲିଅନ୍ତା, ୧୦/୦୫: ବାଳକାଟି ଅଞ୍ଚଳର ଅଗ୍ରଣୀ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ କେନ୍ଦ୍ର ଉମା ମାର୍ଶାଲ ଆର୍ଟ ପକ୍ଷରୁ ଆଜି ସ୍ଥାନୀୟ ମେଳନ ପଡ଼ିଆ ଠାରେ ବାର୍ଷିକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବେଲ୍ଟ ପରୀକ୍ଷାରେ ବିଭିନ୍ନ ବୟସ
କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା ର ଆରମ୍ଭ କରୁଛି ତଦନ୍ତ
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍, ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଘଟଣାରେ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ