ରାଉରକେଲା: ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅଧିନସ୍ତ ରାଉରକେଲା ଇସ୍ପାତ କାରଖାନାକୁ ଲିଜ୍ ଦିଆଯାଇଥିବା ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ଓ ରାଉରକେଲା ବିମାନବନ୍ଦର ବିକାଶରେ ବାଧା ଦୂର କରିବା ଉପରେ ଗୁରୁତ୍ବI ରାଉରକେଲାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ଆରଏସପି କୁ ପୂର୍ବରୁ ଲିଜ୍ ଦିଆଯାଇଥିବା ସରକାରୀ ଜମିର ଅବ୍ୟବହାର ଓ ଜବରଦଖଲକାରୀ ଙ୍କ ଦ୍ଵାରା ଅବୈଧ ଦଖଲ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଆଲୋକ ବର୍ମା, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ, ଅତିରିକ୍ତ ଜିଲ୍ଲାପାଳ ଓ ଏସପି ଙ୍କ ସମେତ ରାଜସ୍ବ ବିଭାଗର ବାରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଅବ୍ୟବହୃତ ସରକାରୀ ଜମି ଜବରଦଖଲ ରେ ଥିବା ଯୋଗୁଁ ବହୁ ପ୍ରତିକ୍ଷୀତ ୩୦ ହଜାର କୋଟିର ସମ୍ପ୍ରସାରଣ ଓ ଅତ୍ୟାବଶ୍ୟକ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବଡ଼ ପ୍ରତିବନ୍ଧକ ସାଜିଥିବା ଉଲ୍ଲେଖ କରିବା ସହ ଅବିଳମ୍ବେ ଅବ୍ୟବହୃତ ସମସ୍ତ ଜମିକୁ ଶୀଘ୍ର ରାଜ୍ୟ ସରକାରଙ୍କୁ ଫେରସ୍ତ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ରାଉରକେଲାର ମୁଖ୍ୟ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ବିଳମ୍ବ ବିନା ଆଗକୁ ବଢ଼ି ପାରିବ ଓ ସହର ନିଜର ପରବର୍ତ୍ତୀ ଶିଳ୍ପ ଏବଂ ବିକାଶ ଅଧ୍ୟାୟ ପ୍ରାପ୍ତ କରିପାରିବ ବୋଲି କହିଥିଲେ। ତେବେ, କାରଖାନା ସମ୍ପ୍ରସାରଣ ପ୍ରକଳ୍ପ କୁ ଅଗ୍ରାଧିକାର ଭିତ୍ତିରେ ଆଗେଇନେବା ପାଇଁ ବାସଚ୍ୟୁତ ହେବାକୁ ଥିବା ପରିବାରକୁ ସମସ୍ତ ସୁବିଧା ସୁଯୋଗ, କ୍ଷତିପୂରଣ ସହ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନେଇ ଆସନ୍ତା ଜାନୁଆରୀ ଦ୍ଵିତୀୟ ସପ୍ତାହରେ ଏକ ଉଚ୍ଚ ସ୍ତରୀୟ ବୈଠକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ
ଧର୍ମଗଡ଼ ୨୨/୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା
ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ
ବାଲିଅନ୍ତା ୨୨/୦୬ (ଗୋବର୍ଦ୍ଧନ ଦାସ)ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ ଆଜି ତା -୨୨.୦୬.୨୦୨୬ ରିଖରେ ଆୟୋଜିତ ହୋଇଅଛି |
ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ
ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ତା 22ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ
ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା
ଶାନ୍ତିସ୍ତୁପ ଧଉଳି ଓ ବାଲିଅନ୍ତାରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ
ବାଲିଅନ୍ତା,୨୧|୬:ଭୁବନେଶ୍ୱର ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିସ୍ତୁପ ଧଉଳି ଏବଂ ବାଲିଅନ୍ତା ବ୍ଲକ ପକ୍ଷରୁ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଶାନ୍ତିସ୍ତୁପ ଧଉଳିରେ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ ଉପରେ ମନୋଜ ଜେନାଙ୍କୁ ଭେଟି ଚାମେଲୀ ଓଝାଙ୍କ ଆଲୋଚନା
ଭୁବନେଶ୍ୱର ତା 20 ରିଖ l ବହୁ ଚର୍ଚିତ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ କ୍ଷମତାର ଅପବ୍ୟବହାର, ହେପାଜତରେ ଅସଦାଚରଣ ଏବଂ ଆଇନଗତ ସୁରକ୍ଷା ନଦେଇ ଓଲଟା ପୋଲିସ ଦ୍ୱାରା ନିର୍ଯାତନା ମାମଲା କୁ ଜାତୀୟ ମାନବାଧିକାର
ଆୟୁଷ୍ମାନ ଆରୋଗ୍ଯ ମନ୍ଦିରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚାନ୍ଦବାଲି :- ପ୍ରତ୍ଯେକ ବର୍ଷପରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଖେରଙ୍ଗଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ବିଷୟ ରଖାଯାଇଛି ଯେ Yoga for Healthy Ageing ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ସେହି
ଚିଲିକାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।
ଚିଲିକା,୨୧।୬:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସକାଳୁ ଉତ୍ସାହର ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ସୁସ୍ଥ ଓ ନିରୋଗ ରହିବାର ପାଥେୟ ସ୍ଵରୂପ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ବିଭିନ୍ନ ଯୋଗ ଓ ବ୍ୟାୟାମ ଆଦି କରାଯାଇଥିଲା । ଏଥିରେ ଛାତ୍ର
ମହାନଦୀ ବଞ୍ଚାଓ ଆନ୍ଦୋଳନ
ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ଗସ୍ତ ସମୟରେ ଆୟୋଜିତ ହେଲା ମାନବ ଶୃଙ୍ଖଳ lପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନର ଜବାବ ମାଗିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ lଭୁବନେଶ୍ୱର ତା 20 l 6 l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ
ସମାଜ ସମ୍ବାଦିକଙ୍କ ପିତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ଚିଲିକା,୧୯। ୬:ଚିଲିକା ବ୍ଲକ ହରିପୁର ଶାସନ ନିବାସୀ ସଫଳ ଚାଷୀ, ସମାଜସେବୀ ତଥା ସ୍ଥାନୀୟ ସମାଜର ପ୍ରତିନିଧି ଅଖିଳ କୁମାର ପଲାଇଙ୍କ ପିତା ରାଜକିଶୋର ପଲାଇ( ୮୦ ବର୍ଷ)ଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ
କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ
ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି।
ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ
ନିମାପଡ଼ା: ନଦୀ ମାଆର ସୁରକ୍ଷା ପାଇଁ ଉତ୍ସର୍ଗ ଥିଲା ରଜ । ଗାଁରେ, ଗାଁ ପରିବେଶରେ, ବରଗଛ ମୂଳେ ଜମିଥିଲା ରଜ । କୁମାରୀ ମାନଙ୍କ ଗହଳୀ ସାଙ୍ଗକୁ ଗାଁ ବୋହୂଙ୍କ ହୁଳହୁଳିରେ କମ୍ପିଥିଲା ମଞ୍ଚ । ମଧ୍ୟାହ୍ନରେ ରାଜ୍ୟର ବରିଷ୍ଠ
ଅକ୍ଷମଣୀୟ ଅପରାଧ -ପ୍ରଦ୍ୟୁମ୍ନ ଶତପଥୀ
ଭୁବନେଶ୍ୱର ତା 17/06/26 ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ଗୁରୁତର ତ୍ରୁଟି ପରିଲକ୍ଷିତ କରାଯାଇଛି l 1678ପୃଷ୍ଠାରେ ତ୍ରୁଟିନେଇ ଗଭିର କ୍ଷୋଭ, ଦୁଃଖ ପ୍ରକାଶ କରିବା ସହିତ ଘୋର ନିନ୍ଦା କରିଛନ୍ତି ଓଡିଶା ନାଗରିକ
ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ
ସୁଦର୍ଶନ ଦାରୁଙ୍କ ରଥଯାତ୍ରା ପାଇଁ ଚଳ ଚଞ୍ଚଳ ରଥଖଳା
ବାଲିଅନ୍ତା, ୧୮/୦୬ (ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗଡ଼କ ଗଡ଼କଣ୍ଠୁଣିଆ ସ୍ଥିତ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ
ଗୋଦାବରୀଶ ସରକାରୀ ହାଇସ୍କୁଲ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଓ ଶୈକ୍ଷିକ ବିକାଶ ବୈଠକ ।
ଚିଲିକା,୧୮। ୬:ସ୍ଥାନୀୟ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଶବରଙ୍କ ସ°ଯୋଜନାରେ ଆଜି ସ୍କୁଲ ର ପ୍ରଥମ ଦିବସରେ ଛାତ୍ର ଛାତ୍ରୀ ଙ୍କ ପାଠୋନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଶୈକ୍ଷିକ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ଦ୍ଵାରାନାଚୁଣୀ ମହାବିଦ୍ୟାଳୟ ବହୁମୂଖୀ ପ୍ରକୋଷ୍ଠ ଉଦଘାଟନ
ଚିଲିକା,୧୮। ୬: ଆଜି ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ନାଚୁଣୀ ମହାବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କାରେ ନବ ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିବା ସହିତ ୭କୋଟୀ ୪୦ଲକ୍ଷ ଓ
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ
ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ