।ବାଲିଅନ୍ତା ୧୦/୦୩: – ଭୁବନେଶ୍ୱର ବ୍ଳକ୍ ଅନ୍ତର୍ଗତ ବାଙ୍କୁଆଳ ଖେଳପଡ଼ିଆ ରେ ୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାଙ୍କୁଆଳ ଗ୍ରାମ୍ୟ କମିଟି ମୁଖ୍ୟ ଉପଦେଷ୍ଟା ଖିରୋଦ କୁମାର ସ୍ୱାଇଁ , ପ୍ରଫୁଲ୍ଲ କୁମାର ସ୍ୱାଇଁ ,ଭାଗବତ ମୁଖୀ, ଅନ୍ତର୍ଯ୍ୟାମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀହରୀ ମାଳୀ , ପେଷ୍ଟାଗନ ପ୍ରାଲିଃ ର ନିର୍ଦ୍ଦେଶକ ଶକ୍ତି ମିଶ୍ର, ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମ… Continue reading ୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ
୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ