ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ,ଆମେରିକା ଇରାନ ଏବଂ ଇସ୍ରାଏଲ ନିଜ ନିଜ ଜିଦରେ ଅଟଳ

ନୂଆଦିଲ୍ଲୀ 17ଏପ୍ରିଲ : ମଧ୍ୟପ୍ରାଚ୍ୟରେ ଦିନକୁଦିନ ଯୁଦ୍ଧ ର ପରିସମାପ୍ତି ହବାର ନାଁ ନେଉ ନାହିଁ, ଆମେରିକା ଇରାନ ଏବଂ ଇସ୍ରାଏଲ ସମସ୍ତେ ନିଜ ନିଜ ଜିଦରେ ଅଟଳ ରହୁଛନ୍ତି l ଏହାରି ଭିତରେ ଆଉ ଏକ ସମସ୍ୟା ଦେଖାଦେଇଛି ଯେଉଁ ହର୍ମୁଜ ପଥକୁ ଇରାନ ତାହାରି କବ୍ଜାରେ ରଖିଛି ସେହି ହର୍ମୁଜ ପ୍ରଣାଳୀ କୁ ଆମେରିକା ନିଜ କବଜା ରେ ରଖିବାକୁ ଚାହୁଁଚି l ସେଥିପାଇଁ ଆମେରିକା ନିଜର ବିଶାଳ ନୌସେନା କୁ ମୁତୟନ କରିଛି l ହର୍ମୁଜ ରେ ଯଗିଛନ୍ତି ଦଶ ହଜାର ସୈନ୍ୟ, ଆମେରିକା ଜଳ ଏବଂ ଆକାଶ ମାର୍ଗରୁ ଇରାନ କୁ ନଜର ରଖିଛି l ଆମେରିକା ଉଦେଶ୍ୟ ଏହା ଯେ, ଇରାନ ର ଅର୍ଥନୀତି କୁ ସମ୍ପୂର୍ଣ ଦୁର୍ବଳ କରିବାକୁ ଚାହୁଁଚି l

ହର୍ମୁଜ ବ୍ଲାକେଡ଼ର ସାମିଲ ହୋଇଛି ଏଗାର ଗାଇଡେଡ଼ ମିସାଇଲ ଵିଧ୍ଵଂଶକ ମୁତୟନ ହୋଇଛି litoral combat ships ଏବଂ amphibious asphalt shଅଧିକ ip l ପାକିସ୍ତାନ ର ମଧ୍ୟସ୍ଥତା ରେ ଯେଉଁ ଶାନ୍ତି ସ୍ଥାପନ ବୈଠକ ହୋଇଥିଲା ସେଥିରେ ଇରାନ ଆବିମାନ ମେରିକା ର ସର୍ତକୁ ମାନିବାକୁ ନାରାଜ ହୋଇଥିଲା, ସେଥିପାଇଁ ଆମେରିକା ନିଜର ଏହି ପଦକ୍ଷେପ ନବାକୁ ଚାହୁଁଚି l ଆମେରିକା ସର୍ଭେଲାନ ଜାରିରଖିଛନ୍ତି 100ରୁ ଅଧିକ ଯୁଦ୍ଧ ବିମାନ l ଇରାନ ଉପରେ ଆମେରିକା ଡ୍ରୋନ ଏବଂ ଗୁପ୍ତଚର ବିମାନର ତୀକ୍ଷ୍ଣ ନଜର ରହିଛି l ହର୍ମୁଜ ପ୍ରଣାଳୀ କୁ ଘେରି ରହିଛି ଆମେରିକା ର ବିଶାଳ ସେନା l

priyabrata Barik (UTKAL BULLETIN )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page