ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ । ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କିଟ୍ ମହଜୁଦ ରଖିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ତେବେ… Continue reading ପୁଣି କରୋନା ଭୟ, ୫ ଜିଲ୍ଲାରେ ହାଇଆଲର୍ଟ

ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ପ୍ରଭାକର ପାତ୍ରଙ୍କ ସ୍ତ୍ରୀ ଧକି ପାତ୍ର ଟ୍ରେନ୍ ଧକ୍କାରେ ମୃତୁ୍ୟବରଣ କରିଛନ୍ତି । ସୂଚନା ଅନୁସାରେ ଧକି ପାତ୍ର ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ ଏବଂ କିଛି ଦିନ ଝିଅଘରେ ରହିବା ପରେ ନିଜ ଘର ଓଡ଼ିଶକୁ ଆସିବାକୁ ତାଙ୍କ ଝିଅଙ୍କୁ କହିଲେ ଏବଂ ତାଙ୍କ ଝିଅ କହିଲେ ଠିକ୍ ଅଛି ଆସନ୍ତା କାଲି ସକାଳେ ନେଇ ଛାଡ଼ିଆସିବି କିନ୍ତୁ ଧକି ପାତ୍ର ସେହି… Continue reading ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ପଂଚାୟତର ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା ଓ ସିଆରସିସି ମଣିବ୍ରତ ଦାସ ଅଧ୍ୟକ୍ଷତାରେ ୧୫ଜଣ କମିଟି ମେମ୍ବରଙ୍କୁ ନେଇ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନ ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସମାଜସେବୀ ବିମଳ କୁମାର ରଣା ପରିଚାଳନା କମିଟି ଅଧ୍ୟକ୍ଷ ଓ ଆନି ସେନାପତି ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ସଂକୀର୍ତନ ମହାସଂଘ ସାଙ୍ଗଠନିକ ବୈଠକ

ନଭେମ୍ବରରେ ଭୁବନେଶ୍ୱରରେ ସଂକୀର୍ତନ ମହାକୁମ୍ଭ ଭୁବନେଶ୍ୱର,15ତାରିଖ l ରାଜ୍ୟ ସଂକୀର୍ତନ ମହାସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଡ଼ଃ କରୁଣାକର ପ୍ରଧାନଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଗଲା ଓ ବାସୁଦେବ ଭଟ୍ଟ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା l ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ ଓ ନୀଳାଦ୍ରି ବିଜେ ଉପଲକ୍ଷେ ପୁରୀରେ ସଂକୀର୍ତନ ସମାରୋହ… Continue reading ସଂକୀର୍ତନ ମହାସଂଘ ସାଙ୍ଗଠନିକ ବୈଠକ

୧୧୩ ତମ ଜୟନ୍ତୀରେ ଗଙ୍ଗାଧର ମହାପାତ୍ର ସମ୍ମାନ ପ୍ରଦାନ

ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର ମହାପାତ୍ରଭୁବନେଶ୍ୱର, ୧୪.୭ : ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଖ୍ୟାତନାମା ଓକିଲ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ୧୧୩ତମ ଜନ୍ମୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ଟ୍ରଷ୍ଟର ସ୍ଥାୟୀ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ… Continue reading ୧୧୩ ତମ ଜୟନ୍ତୀରେ ଗଙ୍ଗାଧର ମହାପାତ୍ର ସମ୍ମାନ ପ୍ରଦାନ

ମା’ ଆଙ୍କୁଲେଶ୍ଵରୀ ଦେବୀଙ୍କ ପୀଠରେ ବିଶ୍ଵଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ସମାପନ

ଚିଲିକା, ୧୫। ୭ :ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଠାରେ ବିଜେ ଗମ୍ଭାରୀମୁଣ୍ଡା ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଆଜି ବୁଧବାର ଯଜ୍ଞର ପୂର୍ଣ୍ଣାହୂତି ଦିବସରେ ମହା ମେଳନ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ୧୨ ତାରିଖ ରବିବାର ଦିନ ଅଙ୍କୁରାରୋପଣ ହୋଇଥିବା ବେଳେ ସୋମ ବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।… Continue reading ମା’ ଆଙ୍କୁଲେଶ୍ଵରୀ ଦେବୀଙ୍କ ପୀଠରେ ବିଶ୍ଵଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ସମାପନ

You cannot copy content of this page