ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

କଳାହାଣ୍ଡି, ୧୫|୪(ପ୍ୟାରିଲାଲ ଦୁର୍ଗା): ପ୍ରଥମେ ବଜା ବଜେଇ ବିଶାଲ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଗଲା | ତାପରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲା ଅର୍ପଣ କରି ସାରିଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧିମନ୍ ରାଧାକାନ୍ତ ଛତ୍ରିଆ, ସମ୍ମାନିତ ଅତିଥି , ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,, ମୁଖ୍ୟ ବକ୍ତା ଭାବେରେ ଶିକ୍ଷାବିତ୍ ଯୋଗେଶ୍ୱର ସାଗର, ସାବେତ୍ରୀ ଫୁଲେ ମହିଳା ସଂଘ୍ ଜିଲ୍ଲା ସଭାନେତ୍ରୀ ଧିମନ୍ ରମଣୀ ଦୁରିଆ, ଏସ୍ ସୁଜାତା ଓ ଚକୁଳି ଆମ୍ବେଦକର କ୍ଲବ ର

ସଭାପତି ନରୋତ୍ତମ ନାଏକ, ସମ୍ପଦ ଜୟଦେବ କର, କାହୁଁ ବେମାଲ, ରାଜାରାମ ଡଙ୍ଗରୀ, ଜିତେନ୍ଦ୍ର ବାଗ, ଡିଙ୍ଗର କର ତଥା କ୍ଲବ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ସହ ପାଖ ପଡ଼ୋଶୀ ଗାଁ ମାନଙ୍କର ସହ ସହ ଜନସାଧାରଣ ଉପସ୍ଥିତ ଥିଲେ |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page