କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ ହୋଇଯାଇଛି ମେହେନ୍ଦି ଓ ଅଳତା ଲଗା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୨୦ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଏହାର ଆୟୋଜକ ଥିଲେ UTKAL BULLETIN ଚାରିଟେବଲ୍ ଟ୍ରଷ୍ଟ୍ ଓ ସଦସ୍ୟମାନେ ଓ ସହଯୋଗ କରିଥିଲେ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିର ସଦସ୍ୟମାନେ । ପରିଚାଳନା କରିଥିଲେ ଉକ୍ତ କ୍ଲବ୍ର ଦିଗାମ୍ବର ପାତ୍ର । ମୁଖ୍ୟ ଅତିଥି ରୂପେ ସାମ୍ବାଦିକ… Continue reading କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ
କୁମାର ପୂର୍ଣ୍ଣିମା ବା ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶ ଗାମର ମା’ ମହାଲକ୍ଷ୍ମୀ କ୍ଲବ୍ ପାତ୍ରସାହିଠାରେ ଅନୁଷ୍ଠିତ