ମା’ ଭଗବତୀ ଓ ମା’ ବିରଜାଈଙ୍କ ପ୍ରସିଦ୍ଧ ଭେଟଯାତ୍ରା

ଖୋର୍ଦ୍ଧା, ୧୧।୧୦, ବାଣପୁର ମା’ ଭଗବତୀଙ୍କ ଶାରଦୀୟ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ଭେଟଯାତ୍ରା। ଆଶ୍ୱିନ ଅମାବାସ୍ୟାକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।ମା’ ଭଗବତୀ ଓ ମା’ ବିରଜାଈଙ୍କ ପବିତ୍ର ମିଳନ ପରେ ପର୍ବ ସମାପନ କରି ମା’ ଭଗବତୀ ବାହାର ପର୍ବ ପାଇଁ ସାତବଖରା ଘରକୁ ବିଜେ କରନ୍ତି। ମା’ ଭଗବତୀ ଓ ମା’ ବିରଜାଈଙ୍କ ସହିତ ଛଅ ଭଉଣୀଙ୍କୁ ହାକରି ନେଇ ଏକତ୍ର ପର୍ବ ପାଳନ କରିବାର ଏହି ସ୍ୱତନ୍ତ୍ର ପରମ୍ପରା କାହିଁ… Continue reading ମା’ ଭଗବତୀ ଓ ମା’ ବିରଜାଈଙ୍କ ପ୍ରସିଦ୍ଧ ଭେଟଯାତ୍ରା

ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ

ଭୁବନେଶ୍ୱର ତା 10/10/26 ରିଖ ରାଜ୍ୟ ସରକାର ଓ ଆମ କମିସନରେଟ ପୋଲିସ ସର୍ବଦା ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ଓ ଦୁର୍ଘଟଣା ଯେପରି ନ ହେବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରନ୍ତି l କିଛି ସ୍ଥାନରେ ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁଥିବା ବେଳେ, ରାଜଧାନୀର କିଛି ମୁଖ୍ୟ ସ୍ଥାନରେ ଟ୍ରାଫିକ ପୋଲିସ ନିଜର କର୍ତ୍ତବ୍ୟ କରୁନଥିବା ଚିତ୍ର ଆସିଛି l ଏପରିକି ରାଜଧାନୀ ର କିଛି ସମ୍ବେଦନଶୀଳ… Continue reading ଟ୍ରାଫିକ ପୋଷ୍ଟ ଖାଲି! ସାଧାରଣ ଜନତାଙ୍କ ଜୀବନ ବିପଦରେ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ

ଭୁବନେଶ୍ୱର ତା ୯।୧୦, ( ଏ ନ . ସି. ଇ.ଆର.ଟି )ପରିଚାଳିତ ଭୁବନେ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହିତ ଅନୁ ବନ୍ଧିତ୍ ପୂର୍ବାଞ୍ଚଳ ପାଇଁ ସର୍ବ ଭାରତୀୟ ସ୍ଥର ରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ବାଧ୍ୟତାମୂଳକ ଆବାସିକ ମାନ୍ୟତା ହେତୁ ପରିସର ରେ ଥିବା ଛଅ ଗୋଟି ଛାତ୍ରାବାସ ମହାପୁରୁଷ ମାନକ ନାମ ରେ ନମିତା ହୋଇଛି, ଯଥା ଗୋପବନ୍ଧୁ ଛାତ୍ରାବାସ, ରାମାନୁଜ , ଆଶୁତୋଷ , ହୋମୀ ଭାବା , ସରୋଜିନୀ ଓ… Continue reading ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

ବୋଲଗଡ,୯ ।୧୦: ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶଙ୍କ ପୌରୋହିତ୍ୟରେ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।.ଉକ୍ତ ବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳନା କମିଟି ଓ ପଞ୍ଚସଖା ଶିକ୍ଷାସେତୁ ସହଯୋଗରେ ଡା. ପ୍ରକାଶ ଚନ୍ଦ୍ର ନନ୍ଦଙ୍କ ଦ୍ୱାରା ପ୍ରାକୃତିକ ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା ।ସ୍ୱାଭିମାନ ମଞ୍ଚର ସମ୍ପାଦକ ପ୍ରଫେସର ଡ.… Continue reading ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ

ଭାରତୀୟ ସିନେମାର ବରିଷ୍ଠ ତଥା ପ୍ରତିଭାବାନ ଅଭିନେତା *ନାନା ପାଟେକର (ବିଶ୍ୱନାଥ ପାଟେକର)*ଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି। ଉପଲବ୍ଧ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ସେ ଗୋଆର ଡୋନା ପାଉଲାସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। 🔴 ମୃତ୍ୟୁର କାରଣ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନାନା ପାଟେକରଙ୍କୁ ତାଙ୍କ ଘରେ ଅଚେତନ ଅବସ୍ଥାରେ ମିଳିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସକମାନେ ପ୍ରାୟ ୪୫ ମିନିଟ୍ ଧରି CPR… Continue reading ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ

ସିଲଭର ଗାନ୍ଧୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର ତା 08/10/26 ସାରା ଭାରତବର୍ଷରେ ସ୍ୱଚ୍ଛ ଭାରତ ପଦଯାତ୍ରା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଲଭର ଗାନ୍ଧୀ ଓରଫ ମୋହନ ମହାପାତ୍ରଙ୍କୁ ସମ୍ମାନିତ କରିଛନ୍ତି। ସୂଚନାଥାଉ କି ସିଲଭର ଗାନ୍ଧୀ ପୂର୍ବରୁ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନଙ୍କ ଦ୍ୱାରା ସମ୍ମାନିତ ହୋଇସାରିଛନ୍ତି।

କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବୋଲଗଡ଼,୩।୧୦: ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଫିରିଫିରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଜ୍ୟୋଚିନ୍ଦ୍ର ଦାସ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ୮ଟି ବିଦ୍ୟାଳୟରୁ ଆସିଥିବା ୮ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ,୮ ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ… Continue reading କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।

ଚିଲିକା, ୮।୧୦:ଓଡ଼ିଶା ରାଜ୍ୟ କଂଗ୍ରେସ ଦଳର ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହୋଇଯାଇଅଛି । ଚିଲିକା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଥିଲା। ବାଣପୁର ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ବଇକି ରାଲି କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା ସେବାଦଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ବାହାରିଥିଲା । ଏଥିରେ କର୍ମୀମାନେ ଯୋଗ ଦେଇ ଦୋକାନ,ବ୍ୟାଙ୍କ, କଲେଜ, ଓ ସ୍କୁଲ ଆଦି… Continue reading ଚିଲିକା ନିର୍ବାଚ଼ନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳିତ ।

ବୋଲଗଡ଼ ରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର

ବୋଲଗଡ଼, ୬ ।୧୦: ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ସାଧନ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର ମଙ୍ଗଳବାର ଦିନ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ତାପସ… Continue reading ବୋଲଗଡ଼ ରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର

ସ୍ୱର୍ଣ୍ଣିମ ଉପଲବ୍ଧି ପରେ ରାଉରକେଲା ଫେରିଲେ ଶିଳାନନ୍ଦ ଲାକ୍ରା

ସେଲ୍ ହକି ଏକାଡେମୀ ପକ୍ଷରୁ ଭବ୍ୟ ସ୍ୱାଗତ, କୋଚ୍‌ଙ୍କ ଆଶୀର୍ବାଦ ନେଲେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜେତା ରାଉରକେଲା, ୭।୧୦: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଉରକେଲା ଫେରିଛନ୍ତି ସହରର ଗର୍ବ ତଥା ଭାରତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରା। ରାଉରକେଲା, ସେଲ୍ ହକି ଏକାଡେମୀରେ ତାଙ୍କ ହକି ପ୍ରତିଭାର ବିକାଶ ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଭୁବନେଶ୍ଵର ରୁ ଆସି ପହଞ୍ଚିବା ପରେ ଶିଳାନନ୍ଦଙ୍କୁ ସେଲ୍ ହକି ଏକାଡେମୀ… Continue reading ସ୍ୱର୍ଣ୍ଣିମ ଉପଲବ୍ଧି ପରେ ରାଉରକେଲା ଫେରିଲେ ଶିଳାନନ୍ଦ ଲାକ୍ରା

You cannot copy content of this page