ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ ମିଳିତ ସହଯୋଗ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ଅଡିଟୋରିୟମ ଗୃହରେ ସାଂସ୍କୃତିକ ଓ ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ପ୍ରାକ୍ତନ ମୁଖ୍ୟ ଲିପିକ ତଥା… Continue reading ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ /ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର ତା 03/09/26 ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା,ନୈତିକ ମୂଲ୍ୟବୋଧ,ଅବକ୍ଷେୟୀ ଲୋକ ଚରିତ୍ର,ମାନବବାଦ ତଥା ମାତା ପିତୃ ପୂଜନ ପ୍ରମୁଖ ଧୀରେ ଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ “ପିତୃ ଦିବସ ” କାର୍ଯ୍ୟକ୍ରମ ଆସନ୍ତା ବର୍ଷ 2027 ମସିହା ସେପ୍ଟେମ୍ବର ମାସ ତିନି ତାରିଖରେ ଆୟୋଜିତ କରି ଆଗାମୀ ପୀଢ଼ିଙ୍କୁ ବାର୍ତ୍ତା ଦେବା ସହିତ ପୁଜ୍ୟପୂଜାର ଅନନ୍ୟ ମାର୍ଗ ସହିତ ଦର୍ଶନ ଦେବା ଆଜିର ବହୁ ପ୍ରାସଙ୍ଗିକତା ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା… Continue reading ପିତୃପୁରୁଷ ପୂଜନ ସଂସ୍କୃତି ସଭ୍ୟତାର ପରିମାପକ /ଡ଼ଃ ବୁଦ୍ଧଦେବ ମିଶ୍ର ପ୍ରଥମ ପିତୃ ଦିବସ ସମ୍ମାନରେ ସମ୍ମାନିତ

ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ ।

ଚିଲିକା,୩ ।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଙ୍କୋଇ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଲ୍ଲାସ ତାଲିମ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଉଲ୍ଲାସ ପ୍ରଶିକ୍ଷଣର ଉପଦୟତା ସମ୍ପର୍କରେ ଆଲୋକପାତ କରିଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦଳେଇଙ୍କ ପୌରୋହିତ୍ୟ ଓ ସଂପୃକ୍ତ ସାଧନା କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମରେ ପ୍ରଶିକ୍ଷକ… Continue reading ବୋଲଗଡ଼ରେ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ ।

ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |

ଚିଲିକା, ୨ । ୯:ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କ ଦ୍ଵାରା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ, ଅଭିମନ୍ୟୁ ସ୍ବାଇଁ ଙ୍କ ନିର୍ଦ୍ଦେଶିତ ଏବଂ ଜିତେନ୍ଦ୍ର କୁମାର ମହାରଣାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ସଚେତନତା ନାଟକ ନିଶା ମୁକ୍ତି ଅଭିଯାନ ସଫଳତା ର ସହ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ନାଟକର ମୁଖ୍ୟ ପୁରୁଷ ଚରିତ୍ର ରେ ବରିଷ୍ଠ ଅଭିନେତା କିଶୋର ଵେ‌ହେରା,ମୁଖ୍ୟ ନାରୀ ଭୂମିକାରେ ପ୍ରତିଷ୍ଠିତା ମଞ୍ଚ ଅଭିନେତ୍ରୀ… Continue reading ବାଲୁଗାଁ ଏନ୍.ଏ.ସି. ତରଫରୁ ନିଶାମୁକ୍ତି ଅଭିଯାନ ମଞ୍ଚସ୍ଥ |

ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ବଞ୍ଚାଅ ଆନ୍ଦୋଳନ୧ ସେପ୍ଟେମ୍ବର ୨୦୨୬ ଭୁବନେଶ୍ୱର ତା ୧l ୯ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ସୋନ୍ ନଦୀ ଜଳ ବଣ୍ଟନ ନେଇ ହୋଇଥିବା ବୁଝାମଣାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ୱାଗତ କରୁଛି। ଏହା ପ୍ରମାଣ କରିଛି ଯେ ରାଜନୈତିକ ଇଚ୍ଛାଶକ୍ତି, ଆଲୋଚନା ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ଦୀର୍ଘଦିନର ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ସମ୍ଭବ। କିନ୍ତୁ ମହାନଦୀ ଜଳ ବିବାଦ ମୌଳିକ… Continue reading ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ

ବାଲୁଗାଁରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ I

ଚିଲିକା, ୩୧। ୮:ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ମହା ସମାରୋହରେ ପାଳନ କରାଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ ।ଏହି ଅବସରରେ ସେ କହିଥିଲେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଜାଗା ମିଶନ, ମୁକ୍ତା, ଆହାର, ଆମ ବସ୍, ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ଲୋକାଭିମୁଖୀ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର। ସମୃଦ୍ଧ… Continue reading ବାଲୁଗାଁରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ I

ଗଙ୍ଗୋତ୍ରୀରୁ ବାଲୁଗାଁ: ଦିର୍ଘ ୨ମାସ ୯ ଦିନର ପଦଯାତ୍ରା ପରେ ବାବା ଉମା ମହେଶ୍ୱର ଦେବଙ୍କ ପୀଠରେ ପହଞ୍ଚିଲେ ୪ କାଉଡ଼ିଆ I

ଚିଲିକା, ୩୧।୮: ବାବା ଉମା ମହେଶ୍ୱରଙ୍କ ପ୍ରତି ଅପାର ଭକ୍ତି । ବାଲୁଗାଁ ପାଟଣାସାହିର ୪ କାଉଡ଼ିଆ ୨ ମାସ ୯ଦିନ ଧରି ପାଦରେ ଚାଲି ଚାଲି ଗଙ୍ଗୋତ୍ରୀରୁ ଜଳ ଆଣି ଆଜି ବାଲୁଗାଁ ଉମାମହେଶ୍ୱର ଦେବଙ୍କପୀଠରେ ଜଳ ଢାଳିଛନ୍ତି ।ଜଙ୍ଗଲ, ପାହାଡ, ଅନେକ ରାଜ୍ୟ ଅତିକ୍ରମ କରି ସେମାନେ ବାଲୁଗାଁରେ ଆସି ଆଜି ପହଞ୍ଚିଥିଲେ ।ଆଜି ସେମାନେ ବାଲୁଗାଁରେ ପହଞ୍ଚି ବାବା ଉମା ମହେଶ୍ୱରଙ୍କ ପୀଠରେ ଜଳ ଢାଳି ପୂଜାର୍ଚ୍ଚନା କରିଥିଲେ ।ବାବାଙ୍କ ପ୍ରତି ଏତେ… Continue reading ଗଙ୍ଗୋତ୍ରୀରୁ ବାଲୁଗାଁ: ଦିର୍ଘ ୨ମାସ ୯ ଦିନର ପଦଯାତ୍ରା ପରେ ବାବା ଉମା ମହେଶ୍ୱର ଦେବଙ୍କ ପୀଠରେ ପହଞ୍ଚିଲେ ୪ କାଉଡ଼ିଆ I

ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା

ଚିଲିକା, ୩ଠା ୮: ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା | ବାଲୁଗାଁରେ ପ୍ରତ୍ୟେକ ଗାଁ ମୁଣ୍ଡରେ ଝିଅ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସ ପ୍ରଥମ ରବିବାରରୁ ସାରା ଓଡ଼ିଶା ସହ ବାଲୁଗାଁ ଅଞ୍ଚଳର ସବୁ ଗାଁ ଗହଳିରେ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି ।ଏହା କୁଆଁରୀ ଝିଅମାନଙ୍କର ପ୍ରିୟ ଓଷା ।ଏହି ଓଷାରେ ମା’ ଦୁର୍ଗାଙ୍କ ଅବତାର ମା’ ଖୁଦୁରୁକୁଣୀ ପୂଜା ପାଆନ୍ତି ।କୁହାଯାଏ, ଖୁଦ ଭଜାରେ… Continue reading ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା

ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିଲିକା,୩୦ା୮: ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନିଶା ଦ୍ରବ୍ୟ ସେବନର ଭୟାବହ ପରିଣାମ ଓ ଏହା ଦ୍ଵାରା ସମାଜ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନ କରାଯିବା ସହ ସୁସ୍ଥ ଓ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଏହି… Continue reading ବାଲୁଗାଁ ପୋଲିସ୍ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଧାରଣ ନାଗରିକଙ୍କୁ ମିଳୁ ସମ୍ମାନ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେହେଉ ଜିରୋ ଟଲରେନ୍ସ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୨୯ ଅଗଷ୍ଟ ୨୦୨୬ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ଵପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ,… Continue reading ସାଧାରଣ ନାଗରିକଙ୍କୁ ମିଳୁ ସମ୍ମାନ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେହେଉ ଜିରୋ ଟଲରେନ୍ସ – ମୁଖ୍ୟମନ୍ତ୍ରୀ

You cannot copy content of this page