କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |କେସିଙ୍ଗା ବ୍ଳକର ହାରାହାରି ୪ ଟି ପଞ୍ଚାୟତରୁ ଶତାଧିକ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବାଳସି ବୁଡିପଦର ଗାଁ ବୁଲିଥିଲେ… Continue reading ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ
ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କେସିଙ୍ଗା ବ୍ଳକ ଶାଖାର ବୁଡିପଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ