ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୨0 ମାର୍ଚ୍ଚ ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି । କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’… Continue reading ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ

ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଜି(ଶନିବାର)ଠାରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା,ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ପାଳନ ପାଇଁ କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ଦିନ ଶେଷ ହେବ। ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି | ଶନିବାର ସକାଳୁ ସ୍ଥାନୀୟ ଗୋନ୍ତିୟା ଙ୍କ ଘରୁ ପୂଜାର୍ଚ୍ଚନା ପରେ ମାଆ ଙ୍କ ଘଟକୁ ତେନ୍ତୁଲିଆ ପଡ଼ାସ୍ଥିତ ମନ୍ଦିର ପୂଜକ ଙ୍କ ଘରକୁ ନେଇଁ ସେଠାରେ… Continue reading ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ

ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲଆଇ ମହାଶୟ ସହାୟକ କେନ୍ଦ୍ରକୁ ଆସିବା କେହି କେବେ ବି ଦେଖି ନ ଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ଆବଶ୍ୟକ ବେଳେ ଏହି କେନ୍ଦ୍ରରେ ନିଯୁକ୍ତ ଥ‌ିବା ପିଅନ ନିଜ ଇଚ୍ଛାରେ ଆସି ଗାଁ ଗାଁ… Continue reading ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି

କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ

କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଲମପୁର ବ୍ଲକର ପାତ୍ରବସା କେନାଲ ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତ ଯୁବକ ହେଲେ ପାତ୍ରବସ ଗ୍ରାମର ୩୫ ବର୍ଷୀୟ ଝସକେତନ ନାଏକ । କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ । କଲମପୁର ପୁଲିସ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ… Continue reading କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ସଂସଦ ଓ ଆ ଇ କ୍ୟୁ ଏ ସି ମିଳିତ ସହଯୋଗ ରେ ରକ୍ତ ଦାନ ଶିବିର ଆୟୋଜିତ

ଭୁବନେଶ୍ଵର ତା ୨୦।୩, ଏନ୍. ସି .ଇ. ଆର .ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦ ଓ ଆଇ. କ୍ଵ ୟୁ. ଏ. ସି. ମିଳିତ ସହଯୋଗ ରେ ଇଣ୍ଡିଆନ ରେଡକ୍ରସ ସୋ ସା ଇ ଟ,ଓଡ଼ିଶା ଶାଖା ତତ୍ବାବଧାନରେ ଆୟୋଜିତ ହୋଇ ଯାଇଛି। ଅନୁଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ମାନସୀ ଗୋସ୍ୱାମୀ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏନ୍. ସି.… Continue reading ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ସଂସଦ ଓ ଆ ଇ କ୍ୟୁ ଏ ସି ମିଳିତ ସହଯୋଗ ରେ ରକ୍ତ ଦାନ ଶିବିର ଆୟୋଜିତ

ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗ

ବାଲିଅନ୍ତା,୨0|୩():ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗରେ ତୈଳ ମଙ୍ଗଳା ସାହିର ନିଲୁ ବେହେରା ଓରଫ ବାଜାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ଧଉଳି ଥାନା ପୁଲିସ l ଏଥିସହ ତା ଠାରୁ ଗୋଟେ ଏଲଇଡି ଟିଭି, ଦୁଇଟି ମ୍ୟୁଜିକ ବକ୍ସ, ଦୁଇଟି ଗ୍ରାଇଣ୍ଡର, ଦୁଇଟି ଷ୍ଟାଣ୍ଡ ଫ୍ୟାନ, ଗୋଟିଏ ମୋଟର ପାଣିପମ୍ପ ଆଦି ଜବତ କରିଛି l ଖବରନେବାରେ ଜଣାପଡିଛି ସର୍ବେଶ୍ୱର ମାଝୀ ନାମକ ଜଣେ ବ୍ୟକ୍ତି ପରିବାର ସହ… Continue reading ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗ

ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ

ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। କ୍ଷେତରେ କାମ କରୁଥିବା ଚାଷୀଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଅଟ୍ଟାଳିକା ପର୍ଯ୍ୟନ୍ତ, ସବୁଠି ଆଜି ପଖାଳ କଂସାର ରାଜୁତି ଦେଖିବାକୁ ମିଳିଛି। ଏହି ଅବସରରେ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ମଧ୍ୟ… Continue reading ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ

ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ

ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। କ୍ଷେତରେ କାମ କରୁଥିବା ଚାଷୀଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଅଟ୍ଟାଳିକା ପର୍ଯ୍ୟନ୍ତ, ସବୁଠି ଆଜି ପଖାଳ କଂସାର ରାଜୁତି ଦେଖିବାକୁ ମିଳିଛି। ଏହି ଅବସରରେ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ମଧ୍ୟ… Continue reading ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ

ଗ୍ରାହକଙ୍କୁ ବିଲ୍ ନ ଦେବାରୁ ଦୋକାନୀ ଦେଲା ୧ ଲକ୍ଷ ଟଙ୍କା ଜରିମାନା

କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- ଗ୍ରାହକଙ୍କୁ ବିଲ୍ ନ ଦେବା ଏକ ଦୋକାନ ପାଇଁ ମହଙ୍ଗା ପଡିଛି । କଳାହାଣ୍ଡି ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ (ଖାଉଟି ଅଦାଲତ)ରେ ଉକ୍ତ ଦୋକାନ ଦଣ୍ଡିତ ହୋଇଛି। ଶହେ ଟଙ୍କାର ସାମଗ୍ରୀ ପାଇଁ ଦୋକାନୀଙ୍କୁ ୧ ଲକ୍ଷ ଜରିମାନା ପ୍ରଦାନ ଭଳି ଏକ ଗୁରୁତ୍ବପୂର୍ଣ ରାୟ ଦେଇ କମିଶନ ଉପଭୋକ୍ତା ଅଧିକାର ସୁରକ୍ଷାରେ ଦୃଢ଼ ସନ୍ଦେଶ ଦେଇଛନ୍ତି। ଖଡିଆଳ ନିବାସୀ ଦୀପକ କୁମାର ଦୁବେ ଭବାନୀପାଟଣାର ଜ୍ୟୋତି କଲେକ୍ସନ… Continue reading ଗ୍ରାହକଙ୍କୁ ବିଲ୍ ନ ଦେବାରୁ ଦୋକାନୀ ଦେଲା ୧ ଲକ୍ଷ ଟଙ୍କା ଜରିମାନା

ମଧ୍ୟ୍ୟପ୍ରାଚ୍ୟରେ ମହାଯୁଦ୍ଧ ର ଭୟଙ୍କର ପରିସ୍ଥିତି

ନୂଆଦିଲ୍ଲୀ :20/03/26 Priyabrata Barik: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧକୁ ନେଇ D G C A ର ଆଡ଼ଭାଇଜର ଜାରି କଲା ଭାରତ ସରକାର, ଯୁଦ୍ଧର ଭୟଙ୍କର ସ୍ଥିତିକୁ ନଜରରେ ରଖି ମଧ୍ୟପ୍ରାଚ୍ୟରେ ଥିବା ଭରରୀୟ ନାଗରିକଙ୍କୁ ଉଡାଣ ଯାତ୍ରା ନକରିବାକୁ ପରାମର୍ଶ l ନଅଟି ଦେଶ ଦେଇ ଉଡାଣ ନ ଭରିବାକୁ ବିଭିନ୍ନ ଏୟାରସ୍ପେସକୁ ଯାତ୍ରା ନକରିବାକୁ ବରଣ କରାଯାଇଛି  ଏହି ଦେଶ ଗୁଡିକ ହେଲା ବାହାରିନ, କତାର, UAE, ଓମାନ, ସାଉଦି ଆରବ, ଇରାକ, ଇରାନ,… Continue reading ମଧ୍ୟ୍ୟପ୍ରାଚ୍ୟରେ ମହାଯୁଦ୍ଧ ର ଭୟଙ୍କର ପରିସ୍ଥିତି

You cannot copy content of this page