
ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ
ଖୋର୍ଦ୍ଧା ତା 02/11/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ବରିଷ୍ଠ ସମାଜସେବୀକା ସ୍ବର୍ଗତା ରଜନୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ନିଜଜନ୍ମ ମାଟି ବରୁଣପଡା ଠାରେ ତାଙ୍କ ପ୍ରତିମୂର୍ତ୍ତି ଓ ସାରସ୍ୱତ ସାଧକ, ଭାଷାପ୍ରାଣ ତଥା








