
ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ମାତୃ ବିୟୋଗ
ଭୁବନେଶ୍ୱର: ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ,ପ୍ରଦ୍ୟୁମ୍ନ ଶତପଥି ଙ୍କ ମାତୃଦେବ ଉମା ଦେବୀ ଙ୍କ 99 ବର୍ଷ ବୟସରେ ବିୟୋଗ ଘଟିଛି l ବହୁ ପ୍ରତିଭାର ଅଧିକାରିଣୀ ଜଣେ ସରଳ, ମିଷ୍ଠଭାଷୀ, ଅମାୟିକ ବ୍ୟକ୍ତିତ୍ୱ








