।MD DG ମୃତ୍ୟୁଞୟ ମହାପାତ୍ର ଙ୍କ ପାଣିପାଗ କୁ ନେଇ ବଡ ସୂଚନା !

ଭୂବନେଶ୍ୱର, ୨୪।୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳି କୁ ନେଇ ।MD ଡିଜି ମୃତ୍ୟୁଞୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ପାଞ୍ଚ ଦିନ ଯାଏ ହିଟ୍ ୱଭେ ଜାରି ରହିବ । ତାପମାତ୍ରା ୪୦ ଡିଗ୍ରୀ ଥିଲେ ମଧ୍ଯ ୪୫ ଡ଼ିଗ୍ରୀ ପରି ଅନୁଭୂତ ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ ଏବଂ ତାପମାତ୍ରା ଅଧିକ ରହିବ । ଅନୁଭୂତ ତାତି ମଧ୍ୟ ଅଧିକ ରହିବ । ଏଥିରେ କିଛି ନୂଆ କଥା ନୁହଁ, ଆମେ ଆଗରୁ ମଧ୍ଯ ଏହି ଭଳି ଅନୁଭବ କରିଛନ୍ତି। କୌଣସି ଠାରେ ଏଲ୍ ନିନୋ ଘୋଷଣା ହୋଇ ନାହିଁ ବୋଲି ଆଇ.ଏମ୍.ଡ.ଡିଜି କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ,ମନ ସୁନ୍ ଆସିଲେ ଏଲ ନିନୋ ସକ୍ରିୟ ହୋଇଥାଏ ।ଓଡ଼ିଶା ମନସୁନ୍‌ ଛୁଇଁ ବାକୁ ନେଇ କୌଣସି ପୂବାନୁମାନ ହୋଇ ନାହିଁ । ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page