ଚିଲିକା,୧୬।୪: ସ°ପୁରସ୍ଥିତ ପାଞ୍ଚଗଡ ସୃଜନଶୀଳ ସମିତି ଆନୁକୂଲ୍ୟରେ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ବୋଲଗଡ଼ ସଦର ମହକୁମା ସ୍ଥିତ ରୟାଲ କୋଚିଙ୍ଗ ସେଣ୍ଟର ଠାରେ ଓଡ଼ିଆ ନବବର୍ଷ ଆଜି ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଥାନା ଅଧିକାରୀ ସୁକାନ୍ତ କୁମାର ଦଳାଇ, ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ କାଳୀଚରଣ ଜୟସିଂହ, ସମ୍ମାନିତ… Continue reading ପାଞ୍ଚଗଡସୃଜନଶୀଳ ସମିତି ର ଓଡ଼ିଆ ନବବର୍ଷ ପାଳନ ।
ପାଞ୍ଚଗଡସୃଜନଶୀଳ ସମିତି ର ଓଡ଼ିଆ ନବବର୍ଷ ପାଳନ ।