ଧର୍ମଗଡ୨୬/୧(ଜନ୍ମେଜୟନାଏକଙ୍କରିପୋର୍ଟ): ଦେଶ ପାଳନ କରୁଛି ୭୬ ତମ ଗଣତନ୍ତ୍ର ଦିବସ l ଦିଲ୍ଲୀ ଠୁ ପଲ୍ଲୀ ଏ ନେଇ ସବୁଠି ଉତ୍ସବର ମାହୋଲ୍ l ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ , ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ଖମାରହଲଦୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କମିଟି ସଭ୍ୟ, ସଭ୍ୟା, ଗ୍ରାମବାସୀ ମାନେ ପ୍ରଥମେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତ ମାତା କି ଜୟ ବନ୍ଦେ ମାତରମ ଧ୍ଵନି ଦେଇ ଜାତୀୟ ସଙ୍ଗୀତ ଗାନ କରି ଶୋଭା ଯାତ୍ରାରେ ଗାଁ ପରିକ୍ରମା କରିଥିଲେ l ପରେ ବିଦ୍ୟାଳୟ ପରିସରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲବଣୀ ରାଉତ, ସମ୍ମାନୀତ ଅତିଥି ସି, ଆର୍, ସି, ସି, ତୁଳାରାମ ସାହୁ, ବିଶ୍ଵଜିତ ନେଗୀ, ଗଣମାଧ୍ୟମ ପ୍ରତିନିଧି ଜନ୍ମେଜୟ ନାଏକ, ବିଦ୍ୟାଳୟ ସଭାନେତ୍ରୀ ଶାନ୍ତି ଦୁର୍ଗା ଯୋଗଦାନ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଗୀତ, ବକୃତା, ନାଚ,ଚିତ୍ରାଙ୍କନ, ପୁଚିଖେଳ ଏମିତି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରିବ ସୁନାନିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହ ଶିକ୍ଷକ ବିଶ୍ଵନାଥ ମେହେର, ଶ୍ୟାମସୁନ୍ଦର ମୁଣ୍ଡ, ଲକ୍ଷ୍ମୀ ନାରାୟଣ ମାଝୀ, ଭୌମୀସୂତା ମାଝୀ, ହେମକାନ୍ତ ସାହୁ, ହୃଦ ମାଝୀ, ସହଯୋଗ କରିଥିଲେ। ବିଭୂତି ଭୂଷଣ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ବେହେରାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ:ନାରୀ ସୁରକ୍ଷା, ଲିଙ୍ଗ ସମସ୍ୟା ଉପରେ ଗୁରୁତ୍ୱ
କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ୨୫-୦୩-୨୦୨୬ ତାରିଖରେ ଟାଉନହଲ୍, ଭବାନୀପାଟଣାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ
ରାଜଧାନୀ ଭୁବନେଶ୍ୱର ରେ 37ଟି ନୂଆ ରାସ୍ତା ପ୍ରକଳ୍ପ ହବାକୁ ଯାଉଛି
ଭୁବନେଶ୍ୱର 25ମାର୍ଚ୍ଚ :Priyabrata Barik: ଆଇନୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ପ୍ରେସ ବିଜ୍ଞପ୍ତି ଜାରୀ କରି କହିଛନ୍ତି ଯେ ଦିନକୁ ଦିନ ରାଜଧାନୀ ରେ ଟ୍ରାଫିକ ସମସ୍ୟା ବଢ଼ିଗଲାଣି, ଜନସାଧାରଣ ନାହିଁ ନଥିବା ଯାତାୟାତ ଗାଡି
ଶ୍ରୀଗଣେଶ କଲେଜ ବିରୁଦ୍ଧରେ ଜୁନାଗଡ ଥାନାରେ FIR ଅଭିଯୋଗ ଦାୟାର
କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଥିବା ଶ୍ରୀଗଣେଶ କଲେଜରେ +2 ବାର୍ଷିକ ପରୀକ୍ଷା ଦେବା ଛାତ୍ରଛାତ୍ରୀ ମାନଙ୍କ ଆଡମିଟ କାର୍ଡ ନ ଦେବାରୁ ଅନେକ ଛାତ୍ରଛାତ୍ରୀ +2 ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି| ଏହି ଅଭିଯୋଗ AOSCF ପାଖକୁ
ଏପ୍ରିଲ 6ତାରିଖ ଠାରୁ ସମସ୍ତ ଜିଲ୍ଲା କୋର୍ଟ ସକାଳୁଆ
ଭୁବନେଶ୍ୱର 25/03:Priyabrata Barik: ଆଗାମୀ ଦିନରେ ଖରାର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ଯୋଗୁ ଜନସାଧାରଣଙ୍କ ସମସ୍ୟା କୁ ଦୃଷ୍ଟି ଆଗରେ ରଖି, ଲୋକମାନେ ଅସହ୍ୟ ପ୍ରଚଣ୍ତ ଖରା ଏବଂ ଗୁଳୁଗୁଳିରୁ ବର୍ତ୍ତିବା ପାଇଁ କୋର୍ଟ ବାର ଏସୋଶେସେନ ନିଷ୍ପତି
ବାପାକୁ ଆକ୍ରମଣ କରିବା ଘଟଣାରେ ପୁଅ ଗିରଫ
ବାଲିଅନ୍ତା,୨୪|୩():ପାରିବାରିକ କଳହରୁ ବାପାକୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାରେ ପୁଅକୁ ଆଜି ଧଉଳି ଥାନା ପୁଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ତୈଳ ସାହିର ବାବାଜୀ ଭୋଇଙ୍କ ପୁଅ ମଣ୍ଟୁ ଓରଫ ମନୋରଞ୍ଜନ l
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ
ଭୁବନେଶ୍ୱର| ୨୪ ମାର୍ଚ୍ଚ, ୨୦୨୬ ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର
ହରି ଓମ୍ କ୍ଲବ ର ମେଗା ସ୍ବାସ୍ଥ୍ୟ ଶିବିର
ସ୍ଥାନୀୟ ପୁରୁଣା ଭୁବନେଶ୍ୱର ର ରାମେଶ୍ୱର ମନ୍ଦିର ନିକଟରେ ଥିବା ହରି ଓମ୍ କ୍ଲବ ପ୍ରତ୍ୟେକ ଥର ନିସ୍ୱାର୍ଥପର ସେବା ପରି ଗତ କାଲି ,ଶନିବାର ୨୧ ତାରିଖ ରେ ଏକ ବିରାଟ ସ୍ୱାସ୍ଥ୍ୟ ସେବା ର ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର
ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲିଅନ୍ତା,୨୪|୩():ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ. ଆଇ. ଆର) ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତି ମତଦାନ କେନ୍ଦ୍ର ମାନଙ୍କରେ ମତଦାତାଙ୍କ ଭୋଟର ପରିଚୟ ପତ୍ର କିଭଳି
ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ
ଧଉଳି :-ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ସହିତ ଶ୍ରୀ ବାବୁ ସିଂ, ମାନ୍ୟବର
ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ
ଭୂବନ, (ବିମଳ କୁମାର ରଣାଙ୍କ ରିପୋର୍ଟ): ରାମ ନବମୀରେ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଆନୁଷ୍ଠାନିକ ଭାବେ ପ୍ରତିଷ୍ଟା କରାଯିବାର ଜଣାପଡିଛି। ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ
ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ
ଧଉଳି :-ତା - 22 ମାର୍ଚ୍ଚ 2026 ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ
ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |
ଚାନ୍ଦବାଲି :- ଭଦ୍ରକଜିଲ୍ଲାର ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୃତି ଅନୁଯାଇ ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ପବିତ୍ର କରଣ
ଆହାର କେନ୍ଦ୍ର ଖୋଲୁ ଖୋଲୁ ଏକ ଘଣ୍ଟା ଭିତରେ ସରିଯାଉଛି ଖାଦ୍ୟ
ଭୁବନେଶ୍ୱର : [3:28 pm, 24/3/2026] Priyabrata Barik: ଆମେରିକା ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ଆଜିକୁ 23 ଦିନରେ ପହଁଚିଲାଣି, କିନ୍ତୁ ଯୁଦ୍ଧ କେବେ ସରିବ କାହାକୁ ଜଣା ନାହିଁ l ଏହାରି ଭିତରେ ଏକ ସଙ୍କଟ ଦେଖାଦଇଛି କଟକ
ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ
ବାଲିଅନ୍ତା,୨୩|୩):ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବୁଲି ଦେଖିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ୩୫ ଜଣ ପ୍ରଶାସନିକ ସେବା ବା ବ୍ଲକ ଉନ୍ନୟନ ଅଧିକାରୀ l ସେମାନେ ପହଞ୍ଚିବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ
ଇକୋସେଭର୍ସ: ଯୁଥ୍ ନେଟୱାର୍କ ପାଳନ କଲେ ବିଶ୍ବ ଜଳ ଦିବସ
ବାଲିଅନ୍ତା ୨୨/୦୩:-ଜଳ ଜୀବନ ପାଇଁ ସବୁଠାରୁ ଆବଶ୍ୟକୀୟ ପ୍ରାକୃତିକ ସମ୍ପଦ ମଧ୍ୟରୁ ଗୋଟିଏ । କିନ୍ତୁ ଜନସଂଖ୍ୟାର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଜଳର ଅପବ୍ୟବହାର ଫଳରେ ବିଶ୍ବରେ ଜଳ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଗ୍ରାମାଞ୍ଚଳର ଅଧିବାସୀ
ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍ଆଇ ନିର୍ଦୋଷ ରେ ଖଲାସ
କଳାହାଣ୍ଡି,(୨୩|୩ -ପ୍ୟାରିଲାଲ ଦୁର୍ଗା): ଜମିଜମା ଘଟଣାରେ ଏକ ମାରପିଟ ମାମଲାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଗୋଲାମୁଣ୍ଡା ଥାନାର ପୂର୍ବତନ ଏଏସ୍ଆଇ ରାଜକପୁର ବେହେରାଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି। ୨୦୧୯ ମସିହା ଜୁନ ୨୫ରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ
ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଓ ସମାଧାନ ଶିବିର
କଳାହାଣ୍ଡି,୨୩|୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସଜି ଏସୱାଇ ମିଟିଙ୍ଗ ହଲ ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର
ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ପ୍ରାଚୀନ ଓଡ଼ିଆ ସାହିତ ରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା
ମାଧବ ନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ।
ଚିଲିକା-ନାଚୁଣୀ ସ୍ଥିତ ମାଧଵନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟର ୧୦ମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଈ ମହାବିଦ୍ୟାଳୟର
ପାଣିପାଗ ବିଭାଗ ତରଫରୁ ଆଲର୍ଟ ଜାରି, ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷାକୁ ନେଇ ସତର୍କ ସୂଚନା
ଭୁବନେଶ୍ୱର 23/03:[10:31 am, 23/3/2026] Priyabrata Barik:କିଛିଦିନ ହେଲା ଖରାଦିନେ ଲୋକ ମାନଙ୍କୁ ତାତିରୁ ମିଳୁଛି ଆଶ୍ବସ୍ତି l କାରଣ ପାଗ ମେଘୁଆ ସାଙ୍ଗ କୁ ଓଡିଶାର ଅନେକ ସ୍ଥାନ ରେ ବର୍ଷା କୁ କୂଆପଥର ମାଡ଼ ହଉଚି, ମାର୍ଚ୍ଚ ମାସରେ
Entertainment
ରାଜଧାନୀ ଭୁବନେଶ୍ୱର ରେ 37ଟି ନୂଆ ରାସ୍ତା ପ୍ରକଳ୍ପ ହବାକୁ ଯାଉଛି
ଶ୍ରୀଗଣେଶ କଲେଜ ବିରୁଦ୍ଧରେ ଜୁନାଗଡ ଥାନାରେ FIR ଅଭିଯୋଗ ଦାୟାର