
ବାଳକାଟି ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ପଦଯାତ୍ରା ଓ ସମାବେଶ
ବାଲିଅନ୍ତା,୫|୫( ଗୋବର୍ଦ୍ଧନ ଦାସ):ଦେଶର ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ମହିଳାଙ୍କ ଭୁମିକା ଅତୁଳନୀୟ l ସେମାନଙ୍କ ବିନା ଦେଶର ଅଗ୍ରଗତି ଅସମ୍ଭବ l ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂସଦରେ ମହିଳାଙ୍କ ନିମନ୍ତେ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ପାରିତ








