ଚିଲିକା– ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ୧୫ ତାରିଖ ରବିବାର ଦିନ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମିତି ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ କାଳରେ ସମିତି ଗୃହରେ ସାଇ ଆଶ୍ରିତ ମାନଙ୍କ ଦ୍ୱାରା ଓଁକାରମ୍, ସୁପ୍ରଭାତମ୍ କରାଯିବା ପରେ ନଗର ସଂକୀର୍ତ୍ତନ ହୋଇଥିଲା।ଏହାପରେ ସାଇ ସଂଗଠନର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ… Continue reading ଶ୍ରୀ ସତ୍ୟସାଇ ସଂଗଠନର ଜିଲ୍ଲା ସମ୍ମିଳନୀ
ଶ୍ରୀ ସତ୍ୟସାଇ ସଂଗଠନର ଜିଲ୍ଲା ସମ୍ମିଳନୀ