ବନ ବିଭାଗର ଚଢ଼ାଉ-ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର ଗାଁ ନିକଟରେ ଏକ ସ୍ବତନ୍ତ୍ର ଅପରେସନ କରିଥିଲେ। ଏହି ଅଭିଯାନ ସମୟରେ କାନ୍ଦୁଲଝର ଗାଁର ଭୋଗରାଜ ମଲ୍ଲିକ ଏବଂ ଫଗୁ ଜୁଆଡ଼ଙ୍କୁ କାନ୍ଦୁଲଝର ଓ କନ୍ଦଖାଲ ଗାଁ ମଧ୍ୟରେ ଅବସ୍ଥିତ ଏକ ମଦ ଭାଟି… Continue reading ବନ ବିଭାଗର ଚଢ଼ାଉ-ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ

ବାଲିଅନ୍ତା,:ଧଉଳି ଥାନା ପୁଲିସ ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁରୁସାହି ଗ୍ରାମର ସିଲୁ ଓରଫ ଶୁଭମ ଚନ୍ଦ୍ର ନାୟକ ଓ କଟକ ବିଡାନାଶି ସେକ୍ଟର-୬ ର ଆକାଶ ଓରଫ ସମିର ଚନ୍ଦ୍ର ଦାସ ଆକାଶ । ଭରତପୁର ଥାନା ଅଧିନ ଏକ ଆୟୁର୍ବେଦିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରନ୍ତି । ସେମାନଙ୍କ ଠାରୁ ପୁଲିସ ଏକ… Continue reading ଦୁଇ ପେସାଦାର ଲୁଟେରାଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ

ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ

ବାଲିଅନ୍ତା,୧୨|୩): ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତ ହାତରେ ରଙ୍ଗବେରଙ୍ଗର ଅବିର ଓ ଫୁଲ ଧରି ବିମାନରେ ବସିଥିବା ଦିଅଁଙ୍କୁ ପ୍ରଦାନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ l ଶେଷରେ ରାତିରେ ଥାନପତି ତଥା ଚାରିଦେଶର ମୁଖ୍ୟ ପୁରୋଧା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ୱର, ଶ୍ରୀଶ୍ରୀ ବାଲୁଙ୍କେଶ୍ବର ଏବଂ ଶ୍ରୀ ଦୋଳଗୋବିନ୍ଦ ମାନବୀୟ ଲୀଳାଖେଳ ସାରି ବିମାନ ଯୋଗେ ଗୁରୁବାର ରାତିରେ ସ୍ୱମନ୍ଦିରକୁ… Continue reading ବାଳକାଟି ପଞ୍ଚୁଦୋଳ ମେଳଣ ଉଦଯାପିତହରିହର ଭେଟ ଦେଖିଲେ ୧0 ହଜାର ଶ୍ରଦ୍ଧାଳୁ

ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ

ଭୁବନେଶ୍ୱର: ତା ୧୨ ରିଖ ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ତାରିଣୀ ହାଟରେ ନୂତନ ମାଛ ମାର୍କେଟ ନିର୍ମାଣ ଆଳରେ ପ୍ରାୟ ୩୦ ଜଣ ଗରିବ ଛୋଟ ଛୋଟ ଦୋକାନୀଙ୍କ ଦୋକାନ ଘର ଭାଙ୍ଗି ଦେଇଛି । ଗରିବ ଦୋକାନୀ ମାନଙ୍କୁ କୌଣସି କ୍ଷତିପୂରଣ କି ଥଇଥାନ ପାଇଁ ବ୍ୟବସ୍ଥା ନକରି ଏମିତି ଭାଙ୍ଗିବାକୁ ଭୁବନେଶ୍ୱର ଉନ୍ନୟନ ପରିଷଦ ଘୋର ନିନ୍ଦା କରିଛି । ଆଜି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ… Continue reading ଭରତପୁର ତାରିଣୀ ହାଟ ବେଆଇନ ଦୋକାନ ଉଛେଦ ପାଇଁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ

ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ସାରା ଦେଶରେ ଏଲପିଜି ସିଲିଣ୍ଡର ଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଯଥେଷ୍ଟ ସଂଖ୍ୟାରେ ଏଲିପିଜି ରହିଛି । ତେବେ ଜରୁରୀ ନ ଥିଲେ ସିଲିଣ୍ଡର ନେବା ଲାଗି ବୁକିଂ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି… Continue reading ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

ଘର୍ଲାଜୋର ପୋଲ ତଳକୁ ଖସିଲା ବାଇକ :୩ ଗୁରୁତର ଥିବାବେଳେ ଜଣେ ମୃତ

କଳାହାଣ୍ଡି,୧୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ କଲମପୁର ଘର୍ଲାଯୋର ନିକଟରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁସାରେ ଥୁଆମୂଳ ରାମପୁର ଥାନା ବଡ଼ବଣ୍ଡେଲର ଏକ ବରଯାତ୍ରୀ ଦଳ କଲମପୁର ଥାନା କଦଳୀଚୁଆଁକୁ ଆସିଥିଲେ । କିଛି ବରଯାତ୍ରୀ ବାଇକରେ ଆସିଥିଲେ । ବିବାହ ଭୋଜି ଖାଇ ସାରି ବିଳମ୍ବିତ ରାତିରେ… Continue reading ଘର୍ଲାଜୋର ପୋଲ ତଳକୁ ଖସିଲା ବାଇକ :୩ ଗୁରୁତର ଥିବାବେଳେ ଜଣେ ମୃତ

ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର

କଳାହାଣ୍ଡି,୧୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେଦିନକୁ ଦିନ ବଢୁଥିବା ଟ୍ରାଫିକ ଜାମ୍ ଓ ସଡ଼କ ସୁରକ୍ଷା ସମସ୍ୟାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କର୍ମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁଶ୍ରୀ ଭର୍ଷିଥା ଅଡେପୁ (ଆଇପିଏସ) ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହର ମଧ୍ୟରେ ପିକ୍ ସମୟରେ ଭାରୀ ଯାନବାହନ ପ୍ରବେଶ ନିୟନ୍ତ୍ରଣ ସହ ସ୍ପିଡ୍ ଚେକିଂ ଓ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଥିରେ… Continue reading ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର

ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ

ଚିଲିକା:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲାଚଟି ସପ୍ତଦୋଳ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ପ୍ରସିଦ୍ଧ ସପ୍ତଦୋଳ ମେଳଣ । ପୌରାଣିକ ତଥା ଐତିହାସିକ ଶୋଲରି ପାହାଡ଼ର ପାଦଦେଶରେ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି ଏହି ସପ୍ତଦୋଳ ମେଳଣ ଯାତ୍ରା। ଦୈତ୍ୟରାଜ ବାଣାସୁରର ତପସ୍ୟା ସ୍ଥଳୀ ଶୋଲରି ଶାମୁକା ସ୍ଥଳୀର ପାଦଦେଶରେ ପାଳିତ ହେଉଥିବା ଏହି ଯାତ୍ରା ଉତ୍ସବ ମହାସମାରୋହରେ ପଞ୍ଚୁପଲ୍ଲୀ ସୀମା ଗ୍ରାମବାସୀ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ଚଳିତ ବର୍ଷ ଦର୍ଶକଙ୍କ ସମାଗମ… Continue reading ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ

ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଚିଲିକା:ବାଣପୁର ଚିଲିକା ଅଞ୍ଚଳ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସାହିତ୍ୟ ସିନ୍ଦୁରା ପକ୍ଷରୁ ୧୩ଶ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ବାଣପୁର ଵିଧାରପୁରସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବହୁ ସାରସ୍ଵତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ସମାବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ମା’ ଭଗବତୀ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା।ବିଶିଷ୍ଟ… Continue reading ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ଵର ତା ୧୦।୩ , ଶହୀଦ ନଗର ଶିକ୍ଷାବିତ ପ୍ରଫେସର ଶତୃଘ୍ନ ନାଥ ମାର୍ଗ ସ୍ଥିତ ପ୍ରତିମୂର୍ତ୍ତି ନିକଟ ରେ ପ୍ରଫେସର ଶତୃଘ୍ନ ନାଥ ୨୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି।ଏହି ପୂଜ୍ୟ ପୂଜା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ପୁରାତନ ଛାତ୍ର ସଂସଦ,ଆମେ ଭୁବନେଶ୍ୱର ପାଇ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ତାଙ୍କ ପରିବାର ସଦସ୍ୟ ମାନଙ୍କ ଉପସ୍ଥିତି ରେ ପାଳନ କରା ଯାଇ… Continue reading ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ

You cannot copy content of this page