ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା

ଭୁବନେଶ୍ୱର 18/3/26: ଓଡିଶାରେ ହୋଇଥିବା JTS-2023 ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅନେକ ଆଶାୟୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି l ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ଅବଶିଷ୍ଟ ଖାଲି ପଦଗୁଡିକୁ ମେରିଟ ଆଧାରରେ ପୂରଣ ନିର୍ଦେଶ ଦେଇଛନ୍ତି, କିନ୍ତୁ ବର୍ତମାନ ମୋଟ 6669ପଦ ଖାଲି ରହିବା ସତ୍ତ୍ୱେ ସେହି ପଦବୀ ଗୁଡିକୁ ପୂରଣ କରାଯାଇ ନାହିଁ, ଏହି ପରସ୍ଥିରେ JTS-2023 ଅଶାର୍ଥୀମନେ ନ୍ୟାୟସଂଗତ ଦାବୀ ସମ୍ପର୍କରେ ଲୋୟର p m g ଠାରେ ଧାରଣାରେ ବସିଛନ୍ତି l ସରକାରଙ୍କ ପାଖରେ ଧାରଣାର୍ଥୀ ମନେ ଦାବି କରିଛନ୍ତି ଯେ, ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ଅନୁସାରେ ଅବଶିଷ୍ଟ 6669ଟି ପଦ ମେରିଟ ଆଧାର ରେ ପୂରଣ କରାଯାଉ, ଶୀଘ୍ର ଦ୍ୱିତୀୟ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରାଯାଉ l ଯଦି ସରକାର ଅମର ଦାବୀ ନମାନନ୍ତି ଆମେ ଆଗାମୀ ଦିନରେ ଆମେ ଆହୁରି ଜୋରଦାର ଆନ୍ଦୋଳନ ସହ ପଂଚାୟତ ନିର୍ବାଚନ ଆସୁଥିବା ଭୋଟ କୁ ବର୍ଜନ କରିବୁ l

ରିପୋର୍ଟ -ପ୍ରିୟବ୍ରତ ବାରିକ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page