କୋଲକତା,୭/୫:ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ବି କମୁନ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବି ଜେ ପି ଏବଂ ଟି ଏମ ସି କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ର ଭଗ୍ରରୂପ ନେଲାଣୀ |ଗତ ୨୪ ଘଣ୍ଟାରେ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ତେଜନାରୁ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣୀ | ସେଥିମଧ୍ୟରୁ B J P କର୍ମୀ ଦୁଇ ଜଣ ଏବଂ T m C କର୍ମୀ ଦୁଇ ଜଣ । ନୁୁଁ ଟାଉନ୍ ରେ ଏକ ବିଜୟ ଶୋଭାଯାତ୍ରାରେ B J P କର୍ମୀ ମଧୁ ମଣ୍ଡଳଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଆସିଛି । ଏବଂ ବୀରଭୂମରନାନୁର ଅଞ୍ଚଳରେ T M C କର୍ମୀ ଅବିର ଶେଖ୍ ଙ୍କୁ ଧରୁଆ ଅସ୍ତାରେ ହତ୍ୟା ଅଭିଯୋଗ ମଧ୍ଯ ଆସିଛି । ହାୱ।ଡା ଏବଂ ବେଲେଘଟା ରେ ଜଣେ ଲେଖାଁଏ BJP TmC କର୍ମୀଙ୍କ ମୃତ୍ୟୁ ହୋଇଛି ।

ସିଲିଗୁଡି ଏବଂ ଜାମୁରିଆ ଅଞ୍ଚଳରେ TmC କାର୍ଯ୍ୟାଳୟ ରେ ନିଆଁ ଲଗାଇ ଦିଆଯାଇଛି । ଏବଂ ଆଜି ରାତିରେ ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଛି । କୋଲକତା ହୋଗ୍ ମାର୍କେଟରେ T mC ଅଫିସ୍ ଉପରେ ବୁଲଡୋଜର ପ୍ରୟୋଗ ହୋଇଛି । ସନ୍ଦେଶ ଖାଲିରେ ବ୍ୟାଗ୍ ଭର୍ତ୍ତି ବୋମା ଜବତ ହୋଇଛି । ଉତ୍ତେଜନା ପାଇଁ ୫ ଜଣ ସୁରକ୍ଷା କର୍ମୀ ଗୁରୁତର ଆହାତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ସତ୍ଵେ ଉତ୍ତେଜନ କିମ୍ଵା ଗଣ୍ଡଗୋଳ କମୁନାହିଁ । ମୁର୍ଶିଦାବାଦ୍ ରେ ଭ୍ଲାଦିମିର୍ ଲେନିନଙ୍କ ପ୍ରତିମୂର୍ତ୍ତିକୁ ବି ଜେ ପି କର୍ମୀ ମାନେ ଭାଙ୍ଗି ଦେଇଛନ୍ତି ।
ପ୍ରିୟବ୍ରତ ବାରିକ, ଉତ୍କଳବୁଲେଟିନ୍