ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଗାୟତ୍ରୀସାଧକ ପରିଜନ ଦିବ୍ଯାଂଶୁ ଭାଇ, ମଞ୍ଜୁଲତା ଦାସ,ସେବତି ବେଦ ଏବଂ ଉତ୍ପଳା ଦିଦିଙ୍କ ଉପସ୍ଥିତରେ ଭାରତୀୟ ସଂସ୍କୁତି ପରମ୍ପପରା ଅନୁଯାୟୀ ଦେବାଦେବୀଙ୍କୁ ପୂଜନକରାଯାଇ ଅଗ୍ନିଦେବତାଙ୍କୁ ଆହ୍ବାନକରାଯାଇଥିଲା ପରେପରେ ସାଗରୀକା ସାମଲଙ୍କର ଗର୍ଭସଂସ୍କାର କାର୍ଯ୍ଯକ୍ରମ ସହିତ ସବ୍ଯସାନ ବେହେରା (ନେଙ୍ଗଡା)ଙ୍କର ଜନ୍ମ ସଂସ୍କାର କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା |
ପ୍ରଥମେ ଗାୟତ୍ରୀ ସାଧିକା ଆଦରଣୀୟ ମଞ୍ଜୁଲତା ଦାଶ ସମସ୍ତମାଙ୍କୁ ବୁଝାଇବୁଝାଇ କହିଥିଲେ ଯେ ବୈବାହିକ ଜୀବନରେ ସନ୍ତାନ ପ୍ରାପ୍ତିର ଇଚ୍ଛା ଯେ କେହି କରିଥାନ୍ତି । ଏଥିସହିତ ସବୁ ମାତା-ପିତା ଚାହିଁଥାନ୍ତି ଯେ ତାଙ୍କର ସନ୍ତାନ ଯୋଗ୍ୟ ଓ ଆଦର୍ଶବାନ ହେଉ । ଶାସ୍ତ୍ର ଓ ଗରୁଡ ପୁରାଣରେ କୁହାଯାଇଛି, ସନ୍ତାନ ଜନ୍ମ ପରେ ସେ କେମିତି ହେବ ଏହା ତା’ର ପୂର୍ବ ଜନ୍ମର କର୍ମ, ମା’ ର ଆଚରଣ ଓ ଗର୍ଭଧାରଣ ସମୟ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଶାସ୍ତ୍ରରେ ଗର୍ଭ ସଂସ୍କାର ବୋଲି କୁହାଯାଇଥାଏ | ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେପରି ମାତୃ ଗର୍ଭରୁ ବିଭିନ୍ନ ବିଦ୍ୟା ଲାଭ କରିଥିଲେ, ସେହିପରି ଭାବରେ ଗର୍ଭବତୀ ମହିଳାମାନଙ୍କୁ ଗର୍ଭ ସଂସ୍କାର ଶିକ୍ଷା ପ୍ରଦାନ କରାଯିବା ନିତ୍ଯାନ୍ତ ଆବଶ୍ଯତା ରହିଛି ବୋଲି ମଞ୍ଜୁଲତା ଦାସ କହିଥିଲେ। ପରେପରେ ଆଦରଣୀୟ ଦିବ୍ଯଶ୍ରୀଭାଇ ତାଙ୍କର ପ୍ବୋବନରେ କହିଥିଲେ ଯେ ଯେମିତି ଗର୍ଭ ସଂସ୍କାରରେ ଗର୍ଭଧାରଣ ଠାରୁ ନେଇକରି ଜନ୍ମ ପର୍ଯ୍ୟନ୍ତ, ପୁରା ୯ ମାସ ମାତାଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ-ପାନୀୟ ଓ ଦିନଚର୍ଯ୍ୟା ଉପରେ ନିର୍ଭର କରିଥାଏ । ଠିକ୍ ୧୮ ମହାପୁରାଣ ମଧ୍ୟରେ ଗରୁଡ ପୁରାଣରେ ମଧ୍ୟ ଗର୍ଭ ଧାରଣ ନିୟମ ସମ୍ପର୍କରେ କୁହାଯାଇଛି । ଯାହାକୁ ପାଳନ କରିବା ଦ୍ୱାରା ଦମ୍ପତିଙ୍କୁ ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ । ଗର୍ଭଧାରଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ ଜରୁରୀ ଅଟେ | ଗରୁଡ ପୁରାଣ ଅନୁସାରେ ଯେବେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ , ସେତେବେଳେ ତାଙ୍କ ସହ ମର୍ଯ୍ୟାଦାର ସହ କଥା ହୁଅନ୍ତୁ । ଦମ୍ପତି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ୱାରା ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ ।ମାସିକ ଧର୍ମ ଶୁଦ୍ଧ ହେବାର ୭ ଦିନ ଯାଏ ସ୍ତ୍ରୀ ଗର୍ଭ ଧାରଣ କରିବା କଥା ନୁହେଁ । ଏହି ଦିନ ଗର୍ଭଧାରଣ କରିବା ଦ୍ୱାରା ମାତା ଓ ଶିଶୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । କାରଣ ଏହି ସମୟରେ ମହିଳା ଶାରୀରିକ ଭାବେ ଦୁର୍ବଳ ରହିଥାନ୍ତି । ଶୁଭ ଦିନ ଯଥା ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାରରେ ଗର୍ଭ ଧାରଣକୁ ଶୁଭ ମନାଯାଇଥାଏ । ଏହାଛଡ଼ା ଅଷ୍ଟମୀ, ଦଶମୀ ଓ ଦ୍ୱାଦଶୀ ତିଥି ଶୁଭ ମନାଯାଇଥାଏ । ଶୁଭ ଦିନରେ ଗର୍ଭ ଧାରଣ ପାଇଁ ଶୁଭ ନକ୍ଷତ୍ରକୁ ମଧ୍ୟ ମହତ୍ୱପୂର୍ଣ୍ଣ ବୋଲି ମନାଯାଇଥାଏ । ଏହି ନକ୍ଷତ୍ର ମଧ୍ୟରେ ରୋହିଣୀ, ମୃଗଶିରା, ହସ୍ତା, ଚିତ୍ରା, ପୁନର୍ବସୁ, ଅନୁରାଧା, ଶ୍ରବଣ, ଧନିଷ୍ଠା, ଶତଭିଷା, ଉତ୍ତରା ଭାଦ୍ରପଦ, ଉତ୍ତରାଷାଢ଼ା ଓ ଉତ୍ତରାଫାଲଗୁନୀ ନକ୍ଷତ୍ରକୁ ଶୁଭ ମନାଯାଇଥାଏ । ଏହିକାର୍ଯ୍ଯକ୍ରମରେ ନୟାଧାମରାଗ୍ରାମରେ ଉସା ସାମଲ,ମାଳବିକା ବେହେରା,ଗୁଲୋ ଭାଉଜ,ମଧୁସ୍ମିତା ବେହେରା,ପୂଜା, ସୂଚିସ୍ମିତା ବେହେରା,ଲିଜା,ଦେବସ୍ମିତା ବେହେରା,ପାଚୁ,ଚୁଇଁ,ଟୁନା,ତାପସ ମାଝୀ,ମଳୟ,ବିଶ୍ବ ରଂଜନ ବେହେରା,ରିଙ୍କି,ନିରୁ ଏବଂ ବନ୍ଦନା ଭଉଣୀଙ୍କ ସହଯୋଗରେ କାର୍ଯ୍ଯକ୍ରମଟି ସାଫଲ୍ଯମଣ୍ଡିତ ହୋଇଥିଲା | ଶେଷରେ ଶାନ୍ତିପାଠ କରାଯାଇ ମଧ୍ୟ୍ଯାହ୍ଣ ଭୋଜନ ସେବନକରି କାର୍ଯ୍ଯକ୍ରମକୁ ବିରାମଦିଆଯାଇଥିଲା |
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଭୁବନ: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ
ଭୁବନ: (Bimal Kumar Rana) ଭୁୁବନ୍ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗୋସେବା କାର୍ଯ୍ୟକ୍ରମ । ପବିତ୍ର ଦୁର୍ଗା ପୂଜା ଅବସରରେ ସାମାଜିକ ଅନୁଷ୍ଠାନ
ମୁଗୁପୁର ସମାଚାରର 15ତମ ବାର୍ଷିକ ଉତ୍ସବ ପାଳିତ
କେନ୍ଦୁଝର /ହାଟଡିହି /ମୁଗୁପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମୁଗୁପୁର ଅଞ୍ଚଳରୁ ପ୍ରକାଶିତ ଖବରକାଗଜ ମୁଗୁପୁର ସମାଚାରର 15ତମ ସ୍ଵନକ୍ଷତ୍ର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ
ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ
ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ।
ନବରାତ୍ର ପୂଜା ଅବସରରେ ବରିଷ୍ଠ କଳାକାର ସମ୍ବର୍ଦ୍ଧନା।
ଖୋର୍ଦ୍ଧା,୧୯।୧୦:ଚିଲିକା ସଂଗୀତ ନାଟକ ଏକାଡେମୀ, ବାଲୁଗାଁ ଆୟୋଜିତ ନବରାତ୍ରପୂଜା ଅବସରରେ କୁମାରୀପୂଜା ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପଧାରିଣୀ ଏକାଡେମୀର ସମ୍ପାଦିକା ସୁନିତା ଜେନାଙ୍କ
ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତସିଂହାରଙ୍କ ସ୍ମୃତି ସଭା |
ଖୋର୍ଦ୍ଧା,୧୯।୧୦: ଚିଲିକା-ବାଣପୁର ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ଓଡିଶା ଭାଗଚାଷ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଡାକ୍ତର ନୃସିଂହଚରଣ ସାମନ୍ତସିଂହାରଙ୍କର ସ୍ମୃତି ସଭା ନୃସିଂହ
ଆଦର୍ଶ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ
ବୋଲଗଡ଼, ୧୮।୧୦:ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ହରିହର ବିଦ୍ୟାପୀଠର ଆଦର୍ଶ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସମାଜସେବୀ
ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଷୋଡଶ ଦିନାତ୍ମକ ପୂଜା 14 ଦିନରେ
ଭୁବନେଶ୍ୱର ତା 16 ରିଖ l ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା' ହରଚଣ୍ଡୀଙ୍କର ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆଜି 14 ଦିନରେ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ପରଲୋକ ।
ଖୋର୍ଦ୍ଧା,୧୬ I୧୦:ଓଡ଼ିଶା ବିଭିନ୍ନ ପାଲା ମଞ୍ଚରେ ଗାୟକ ମାନଙ୍କ ଦ୍ୱାରା ବୋଲା ଯାଉଥିବା ବିଦଗ୍ଧ କବିତା "ଅପରେସନ କୋଇଲି"ର ରଚ଼ୟତା ସ୍ବର୍ଗତ ଗାୟକ ରତ୍ନ ଲୋକନାଥ କରଙ୍କ
ପ୍ରତାପଶାସନ ଡିଗ୍ରୀ କଲେଜରେଦିବ୍ୟରଞ୍ଜନ ସଭାପତି, ସୌମ୍ୟରଞ୍ଜନ ଉପସଭାପତିଛାତ୍ରସଂସଦ ନିର୍ବାଚନ ଫଳାଫଳ
ବାଲିଅନ୍ତା,୧୫|୧୦(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି।ଆଜି ୮ ଟାରୁ ଅପରାହ୍ନ ୨ ଟା
ରାଉରକେଲାରେ ରେଳବାଇର ମିଳିତ ମକ୍ ଡ୍ରିଲ୍…ବିପର୍ଯ୍ୟୟ ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତି ଉପରେ ଗୁରୁତ୍ୱ…..
ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର
ପଲ୍ୟୁସନ ବୋର୍ଡ ସଦସ୍ୟ ସଚିବଙ୍କୁ ଭେଟିଲା ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୂଜାରେ ଡମପିଙ୍ଗ ୟାର୍ଡ଼କୁ ଅଳିଆଗାଡ଼ି ବନ୍ଦ ନକଲେ ଅନଶନ ନିଷ୍ପତି ଭୁବନେଶ୍ୱର ତା 14 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ସ୍ଥାନାନ୍ତର ପାଇଁ
vମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମକାର୍ଯ୍ୟକ୍ରମ
ଭୁବନ,୧୩: ମନରେ ଆଧ୍ୟାତ୍ମିକ ଚେତନା ଓ ସ୍ୱଚ୍ଛ ପରିବେଶକୁ ଆଧାର କରି ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଥିବା ମା’ ଚର୍ଚ୍ଚିକା ଦେବୀଙ୍କ ମନ୍ଦିର, ହନୁମାନ ମନ୍ଦିର
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭୀ” କାର୍ଯ୍ୟକ୍ରମ ଅନୁଷ୍ଠିତପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ବାଲିଅନ୍ତା,୧୩|୧୦( ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀ ଅଧିନ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତାପଶାସନ କ୍ଲଷ୍ଟରର ସମସ୍ତ
ସ୍ନିଗ୍ଧା ଏକାଡ଼େମୀର କନ୍ୟାମାନଙ୍କ ଦ୍ୱାରାନବମାତୃକା ପୂଜା
ଭୁବନେଶ୍ୱର, ୧୨.୧୦ : ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବମାତୃକା ପୂଜାରେ ଭୁବନେଶ୍ୱର ସ୍ନିଗ୍ଧା ଏକାଡ଼େମୀର ଅଧ୍ୟକ୍ଷା ଶ୍ରୀମତୀ ବିିଚିତ୍ରା ରଥଙ୍କ ନେତୃତ୍ୱରେ ସର୍ବସୁଶ୍ରୀ ରାଜଶ୍ରୀ
@ ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୬ସ୍ମରଣିକା “ମହାଦେବୀ” ଉନ୍ମୋଚିତ
@ ବରିଷ୍ଠ ମୂର୍ତି କାରିଗର ଶ୍ରୀଯୁକ୍ତ ବିଦ୍ୟୁତ ପ୍ରଧାନ ଓ ବରିଷ୍ଠ ମେଢ କାରିଗର ଶ୍ରୀଯୁକ୍ତ ନବ କିଶୋର ବଟୁଙ୍କୁ “ମହାଦେବୀ ସମ୍ମାନ-୨୦୨୬” @ ଏକାମ୍ର ଭୁବନେଶ୍ଵର
“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା
ବାଚସ୍ପତି ଶ୍ରୀମତୀ ପାଢୀଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜାମହାସମାରୋହରେ ଅନୁଷ୍ଠିତଭୁବନେଶ୍ୱର, ୧୧.୧୦ : ନବରାତ୍ରର ପ୍ରଥମ
ସୈନିକସ୍କୁଲ ପାଖରୁ ଡମ୍ପିୟାର୍ଡ଼ ହଟାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶର ତୁରନ୍ତ ପାଳନ ପାଇଁ ମୁଖ୍ୟସଚିବଙ୍କୁ ଭେଟିବ ସୈନିକସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଅ ଅଭିଯାନ
ପୁଣି ଅଳିଆଗାଡ଼ି ବନ୍ଦ କରିବାପାଇଁ ନିଷ୍ପତି ଭୁବନେଶ୍ୱର ତା 11 ରିଖ l ସୈନିକସ୍କୁଲ ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ଅଜି ସାରା ଦେଶରେ ଆମକୁ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ