ବାଲିଅନ୍ତା,୨୧|୫():ଗାଡି ଚୋରୀ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ହାତରେ ୩ ପେସାଦାର ଅଭିଯୁକ୍ତ l ସେମାନେ ହେଲେ ଏହି ଥାନା ରଘୁନାଥପୁର ଉପରସାହି ଗ୍ରାମର ସାଗର ଓରଫ ଶୋଭନ ଧିର, କୁମାରଡିହ ଭୋଇସାହି ଗ୍ରାମର କାହ୍ନା ଓରଫ କାହ୍ନୁ ଚରଣ ଭୋଇ ଏବଂ ରଘୁନାଥପୁର ତଳସାହି ଗ୍ରାମର ବାଦଲ ଭୋଇ l ସେମାନଙ୍କ ଠାରୁ ପୁଲିସ ଚୋରୀ ଯାଇଥିବା ଗାଡି ଉଦ୍ଧାର କରିବା ସହ ଗୋଟେ ମୋଟର ସାଇକଲ ଏବଂ ଏକ ତେଲେଙ୍ଗା କଟୁରୀ ଜବତ କରିଛନ୍ତି l ସେହିପରି ସମସ୍ତେ ଜଣେ ଜଣେ ପେସାଦାର ଅପରାଧି ହୋଇଥିବା ବେଳେ ଏମାନଙ୍କ ନାଁରେ ବାଲିପାଟଣା, ପିପିଲି ଓ ଧଉଳି ଥାନାରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି l କାହ୍ନୁ ନାଁରେ ପିପିଲି ଥାନାରେ ୨0୧୯ ଓ ୨0୨୫ ରେ ୨ ଟି କେଶ ଥିବା ବେଳେ ୨0୨୨ ରେ ବାଲିପାଟଣା ଏବଂ ୨0୨୫,୨0୨୨ ରେ ଧଉଳି ଥାନାରେ ୩ ଟି ମାମଲା ରୁଜୁ ହୋଇଛି l ସେହିପରି ସାଗର ନାଁରେ ୨0୨୫ ରେ ଓ ବାଦଲ ନାଁରେ ୨0୧୯ ଓ ୨୫ ରେ ଧଉଳି ଥାନାରେ ୨ ଟି ମାମଲା ରୁଜୁ ହୋଇଛି l ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଛି l ଖବରନେବାରେ ଜଣାପଡିଛି ଏହି ଥାନା ନୂଆଗାଁ ନଖିପୋଖରୀ ନିକଟ ରଘୁନାଥନଗରର ନରେଶ ସାମନ୍ତରାୟ ନାମକ ଜଣେ ଯୁବକଙ୍କ ସ୍କୁଟି ପ୍ରତିଦିନ ଭଳି ତାଙ୍କ ଘର ଆଗରେ ପାର୍କିଂ କରିଥିଲେ l ମାତ୍ର ଗତକାଲି ରାତିରେ କେହି ଦୁର୍ବୁତ୍ତ ତାଙ୍କ ସ୍କୁଟି ଚୋରୀ କରିନେଇଥିଲେ l ଏନେଇ ନରେଶe ଧଉଳି ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ପୁଲିସ ତଦନ୍ତ କରିଥିବା ବେଳେ ନିକଟରେ ଲାଗିଥିବା ଚିତ୍ର ଉତ୍ତୋଳନ କାରୀ ତନଖି କରିଥିଲେ l ସମ୍ପୃକ୍ତ ଅଭିଯୁକ୍ତ ମାନେ ଏକ ବୁଲେଟ ଯୋଗେ ସ୍କୁଟିକୁ ନେଇଯାଉଥିବା ସିସିଟିଭିରେ ଦେଖିବାକୁ ପାଇଲେ l ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l
ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:
ବାଲିଅନ୍ତା,୨୧|୫():ଗାଡି ଚୋରୀ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ହାତରେ ୩ ପେସାଦାର ଅଭିଯୁକ୍ତ l ସେମାନେ ହେଲେ ଏହି ଥାନା ରଘୁନାଥପୁର ଉପରସାହି ଗ୍ରାମର ସାଗର ଓରଫ ଶୋଭନ ଧିର, କୁମାରଡିହ ଭୋଇସାହି ଗ୍ରାମର କାହ୍ନା ଓରଫ କାହ୍ନୁ ଚରଣ
ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ୩ ଗିରଫ
ବାଲିଅନ୍ତା,୨୧|୫):ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ସେମାନେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଗୁରୁପାଲ ଗ୍ରାମର ସନ୍ତୋଷ କୁମାର ନାୟକ, ଭଦ୍ରକ ବରଣ୍ଡୁଆ ଥାନା ବେତଡା
OKS ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ
ଓଡ଼ିଆ କଳାକାରଙ୍କ ସ୍ୱର (OKS) , କଳାକାର ମହାସଂଘ ପକ୍ଷରୁ ଆଜି ତା 21/5/2026 ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ 500 ଜଣ ପଥଚାରୀଙ୍କୁ ପଖାଳ ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,
ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଭୁବନେଶ୍ୱର ତା -21/05/26 ସଂସ୍କୃତି ପୁରୁଷ, ବରିଷ୍ଠ ସ୍ତମ୍ଭକା ତଥା ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିବା ସହିତ ସାମ୍ବାଦିକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା ଚଳାଇଛି ବୋଲି ମତବ୍ୟକ୍ତ
ବାଣୀଚିତ୍ର ସମ୍ମାନ, ଶ୍ରେଷ୍ଠ ନବାଗତ ନାୟକ ୨୦୨୬ ର ଭାରତ ପୁଷ୍ପରାଗ
ଭୂବନେଶ୍ଵର,୨୧/୦୫:ମାସିକ ପତ୍ରିକା ବାଣୀଚିିତ୍ର ତାର ୫୮ତମ ପୂର୍ତ୍ତି ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ୧୮/୫/୨୦୨୬ ତାରିଖ ସଂଧା ରେ ପାଳନ କରିଥିଲା ଏହି ଅବସରରେ, ଉତ୍ସବକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ ଉଦ୍ଘାଟନ କରିଥିବା ବେଳେ, ମୂଖ୍ୟ ଅତିଥି
ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି
ବାଲିଅନ୍ତା,୨୦।୫ (ଗୋବର୍ଦ୍ଧନ ଦାସ): ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ଦାବିରେ ଜୟଦେବ ଓକିଲ ସଂଘ ପକ୍ଷରୁ ଭୁବନପୁର ମା'ଉତ୍ତରମୁଖୀ ପୀଠରେ ବୁଧବାର ଦିନ ସଂଘର ସଭାପତି ବିଭୂତିଭୂଷଣ ମର୍ଦ୍ଦରାଜ ରାୟ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟଦେବ ନିର୍ବାଚନମଣ୍ଡଳୀର ଓକିଲ
ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍
ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ
କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା
କଟକ, ଟାଙ୍ଗୀ, ୨୦/୫:ଟାଙ୍ଗୀ ବ୍ଳକ୍ ରେ ବି ଜେ ପି .ନେତା ଅରିନ୍ଦମ୍ ରାୟ ଏବଂ ଅଭୟ ବାରିକ ଟାଙ୍ଗୀ ବ୍ଳକ୍ ରେ ପସି ବି ଡି ଓ ଙ୍କୁ ଦୁବ୍ୟହାର କରିଥିବା ବି ଡି ଓ ଏବଂ କର୍ମଚାରୀ ମାନେ
ଆଜି ମିଳିବ ନାହିଁ କୌଣସି ମେଡିସିନ୍
ଭୁବନେଶ୍ୱର,୨୦/୦୫: ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବାକୁ ଯାଉଛି । ସୂଚନା ମୁତାବକ ଆଜି ଅର୍ଥାତ୍ ୨୪ ଘଣ୍ଟା ପାଇଁ ରାଜ୍ୟରେ ସମସ୍ତ ମେଡିସିନ୍ ଦୋକାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ କେମେଷ୍ଟ୍ରି
ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ
ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା
୫ ରାଜପଥ ଲୁଟିଆ ଗ୍ୟାଙ୍ଗ ଗିରଫ ; ମୋଟର ସାଇକଲ ଓ ମୋବାଇଲ ଜବତ
ବାଲିଅନ୍ତା,୧୯|୫:ଧଉଳି ଥାନା ପୁଲିସ ଆଜି ୫ ଜଣ ରାଜପଥ ଲୁଟିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ସେମାନଙ୍କ ଠାରୁ ୨ ଟି ମୋଟର ସାଇକଲ ଓ ୯ ଟି ମୋବାଇଲ ଫୋନ ଜବତ କରିଛି l ଜାମିନ
ମା’ ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ଵ ଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ଓ ଦେବାଦେବୀଙ୍କ ମହା ମିଳିନ ।
ଚିଲିକା,୧୯।୫:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାପଞ୍ଚାୟତ ଓ ଦେଓଗାଁଁ ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ମା' ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ
ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ
ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ
ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି
ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍ କାନୁନ୍କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ
ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି
ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ
ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି
DGP ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି
ଭୂବନେଶ୍ୱର,୨୦/୫: ରାଜ୍ୟରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତ ବିଗିଡି ବାରେ ଲାଗିଛ । ସବୁଆଡ଼େ ହତ୍ୟା, ଚୋରୀ ଡକାୟତ ଦୁଷ୍କର୍ମ, ଗଣଦୁଷ୍କର୍ମ, ଚୋରା ନିଶାଦ୍ରବ୍ୟ କାରବାର,ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କାରବାର,ଗୋ-ଚାଲାଣ, ଗୋ-ହତ୍ୟା ରାଜ୍ୟରେ ବଢିବାରେ ଲାଗିଛି,ପୋଲିସ ଜ୍ଞାତରେ
ଜଳସେବା ଶିବିର ଉଦଘାଟିତ
ବାଲିଅନ୍ତା, ୧୮|୪:ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ଏକାମ୍ର ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଜଳସେବା ଶିବିର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ନୂତନ ମାର୍କେଟ
ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ
ବାଲିଅନ୍ତା,୧୭|୫():ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।
ଚିଲିକା,୧୭।୫:ପ୍ରତି ବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ସପ୍ତଦିବସ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:
ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ୩ ଗିରଫ