ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା ଥାନା ଅଧିକାରିଣୀ ରଶ୍ମିତା ବେହେରା ଏକ ସ୍ଵତନ୍ତ୍ର ଟିମ ଗଠନ କରି ବିଳମ୍ବିତ ରାତିରେ ବାଲିଅନ୍ତା ବଜାର ନିକଟରେ ଚେକିଂ କରୁଥିବା ସମୟରେ ତିନୋଟି ହାଇୱା ହଂସପାଳ ରୁ ବେଣୁପୁର ଅଭିମୁଖେ ଦ୍ରୁତଗତି ରେ ଆସୁଥିବା ଦେଖି ଗାଡି ଗୁଡ଼ିକୁ ପୋଲିସ ଅଟକାଇବା ସହ ତଲାସି କରିଥିଲେ | ତଲାସି ସମୟରେ ଗାଡ଼ିର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ କି ଗାଡ଼ିରେ ଲୋଡ ଥିବା ବାଲି ଚାଲାଣ ପାଇଁ କୌଣସି କାଗଜ ଦେଖାଇ ପାରିନଥିଲେ | ତିନି ହାଇୱା ଗାଡ଼ି ଜବତ କରି ଥାନାକୁ ଆଣିବା ସହ ଚଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଅନ୍ତା ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ବିରିବାଟି ର ଜିତେନ୍ଦ୍ର କୁମାର ନାୟକ(୩୦),ବାଉଁଶ ବାଟିକାର ଆଲୋକ ସାମଲ (୨୬) ,କଟକ ନାହଳପୁର ବାଉରୀବନ୍ଧୁ ସାହୁ(୪୮) ଅଭିଯୁକ୍ତ ମାନଙ୍କ ଯାମିନୀ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଏ ନେଇ ପୋଲିସ୍ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।
ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ
ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା
୫ ରାଜପଥ ଲୁଟିଆ ଗ୍ୟାଙ୍ଗ ଗିରଫ ; ମୋଟର ସାଇକଲ ଓ ମୋବାଇଲ ଜବତ
ବାଲିଅନ୍ତା,୧୯|୫:ଧଉଳି ଥାନା ପୁଲିସ ଆଜି ୫ ଜଣ ରାଜପଥ ଲୁଟିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ସେମାନଙ୍କ ଠାରୁ ୨ ଟି ମୋଟର ସାଇକଲ ଓ ୯ ଟି ମୋବାଇଲ ଫୋନ ଜବତ କରିଛି l ଜାମିନ
ମା’ ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ଵ ଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ଓ ଦେବାଦେବୀଙ୍କ ମହା ମିଳିନ ।
ଚିଲିକା,୧୯।୫:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାପଞ୍ଚାୟତ ଓ ଦେଓଗାଁଁ ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ମା' ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ
ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ
ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ
ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି
ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍ କାନୁନ୍କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ
ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି
ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ
ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି
DGP ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି
ଭୂବନେଶ୍ୱର,୨୦/୫: ରାଜ୍ୟରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତ ବିଗିଡି ବାରେ ଲାଗିଛ । ସବୁଆଡ଼େ ହତ୍ୟା, ଚୋରୀ ଡକାୟତ ଦୁଷ୍କର୍ମ, ଗଣଦୁଷ୍କର୍ମ, ଚୋରା ନିଶାଦ୍ରବ୍ୟ କାରବାର,ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କାରବାର,ଗୋ-ଚାଲାଣ, ଗୋ-ହତ୍ୟା ରାଜ୍ୟରେ ବଢିବାରେ ଲାଗିଛି,ପୋଲିସ ଜ୍ଞାତରେ
ଜଳସେବା ଶିବିର ଉଦଘାଟିତ
ବାଲିଅନ୍ତା, ୧୮|୪:ବର୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ଏକାମ୍ର ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ସୁବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ଜଳସେବା ଶିବିର ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ନୂତନ ମାର୍କେଟ
ଗ୍ରାହକଙ୍କୁ ଦହିପଣା ଦେଲେ ଜିଓ ପେଟ୍ରୋଲ ପମ୍ପ ମାଲିକ
ବାଲିଅନ୍ତା,୧୭|୫():ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ହରିପୁରରେ ,୨୭ତମ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ।
ଚିଲିକା,୧୭।୫:ପ୍ରତି ବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ସପ୍ତଦିବସ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ
ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬
ଭୂବନେଶ୍ୱର,୧୮,୦୫:ଚାରିଟେବୁଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ ଜ୍ୟୋତି କଳା ମନ୍ଦିର” (ମୁଖ୍ୟାଳୟ – କାଲିଫର୍ଣ୍ଣିଆ, ଆମେରିକା) ର ଓଡ଼ିଶା ଶାଖା, ଲିଙ୍ଗିପୁର, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ “ଜ୍ୟୋତି କଳା ମନ୍ଦିର ସମ୍ମାନ – ୨୦୨୬” ଚଳିତ ମାସ ମଇ
ଓଡିଶୀ ସଙ୍ଗୀତ ଜଗତର କାଳଜୟୀ ପୁରୁଷ ଥିଲେ ବାଳକୃଷ୍ଣଫକିର ଚରଣ ଜେନାଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ
ବାଲିଅନ୍ତା, ୧୬|୫():ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କାଳଜୟୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l
ବାଲିଅନ୍ତା ପୁଲିସର ମହାନତାଖରାରେ ଅପେକ୍ଷାରତ ବାଇକ ଚାଳକକୁ ଦେଲେ ମୃଦୁପାନୀୟ
ଧଉଳି,୧୬|୫:ସାମ୍ପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରୀ ଯୋଗୁଁ ବିଭିନ୍ନ ଟାଙ୍କିରେ ଯାନବାହାନର ଲମ୍ବା ଲାଇନ ଲାଗିଛି l ଫଳରେ ପ୍ରଚଣ୍ଡ ଖରାରେ ବାଇକ ଚାଳକ ପେଟ୍ରୋଲ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ଏହାକୁ
ଦୁଇଟି ଚୋରୀ ଟ୍ରାକ୍ଟର ବାଣପୁର ଓ ନାଚୁଣୀ ପୋଲିସ ଦ୍ୱାରା ଉଦ୍ଧାର,ଜଣେ ଗିରଫ
ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ
ଶ୍ରୀ ଅରବିନ୍ଦ ପାଠଚ଼କ୍ରର ୫୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା,୧୬।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ କୋଶଡିହ ଠାରେ "ଶ୍ରୀ ଅରବିନ୍ଦ ପାଠଚକ୍ର, ମାତୃତୀର୍ଥର ୫୪ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ତିଥିରେ ପାଳିତ ହୋଇଯାଇଅଛି । ପ୍ରାତଃ
ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର ।
ଚିଲିକା,୧୬।୫: ଜଣେ ପତିବ୍ରତା ନାରୀ ଭାବରେ ସ୍ୱାମୀ ଦେବଦେବ ମହାଦେବଙ୍କ ସର୍ବମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କଲେ ମା' ଭଗବତୀ । ସେ ନିଜେ ସକଳ ଶକ୍ତିର ଆଧାର, ଜଗତ ଜନନୀ,ଶକ୍ତିମୟୀ, ମଙ୍ଗଳମୟୀ, ସତୀ , ପାର୍ବତୀ, ଦୁର୍ଗା,ଦେବୀ
ଘରୋଇ ବସ୍ ଭଡା ବଢାଇଲେ ରାଜ୍ୟ ସରକାର
ଭୂବନେଶ୍ଵର,୧୬/୫: ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା ବେଳେ କେନ୍ଦ୍ର ସରକାର ମଧ୍ଯ ତୈଳ ଦର କୁ ମଧ୍ଯ ବଢେଇଛନ୍ତି । ଏହାରି ଭିତରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରି ଆସୁଥିଲା
L P G ଏବଂ ତୈଳ ଆଶଙ୍କା ଦୂର କଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ
ଉତ୍କଳ ବୁଲେଟିନ, 16/5:ଦେଶରେ ତୈଳ ଏବଂ ଗ୍ୟାସ୍ ସମସ୍ୟା ଦିନକୁ ଦିନ ଜନସାଧାରଣଙ୍କ ଉପରେ ଅଭାବ ପରିଲିକ୍ଷିତ ହେଉଛ, ଲୋକମାନେ ନାହିଁ ନଥିବା ସମସ୍ୟା ଭିତରେ ଗତି କରୁଛନ୍ତି । ତେଲ ସମସ୍ୟା ଯୋଗୁଁ ନିତ୍ୟ ସାମଗ୍ରୀ ହୁ ହୁ ବଢି
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ।
ଚିଲିକା,୧୫।୫:ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ।ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆଇ. ଏନ୍.ଏସ ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ ୫00ରୁ ୪୬୪ନମ୍ବର, ଅର୍ଥାତ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
୫ ରାଜପଥ ଲୁଟିଆ ଗ୍ୟାଙ୍ଗ ଗିରଫ ; ମୋଟର ସାଇକଲ ଓ ମୋବାଇଲ ଜବତ