ବାଲିଅନ୍ତା, ୧୮/୫/୨୬() : ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ୯ଘଟିକା ସମୟରେ ନିଆଳି ଥାନା ମାଧବ ଗ୍ରାମ ରୁ ଫୁଲନଖରା ଯାଉଥିବା ବେଳେ ତ୍ରିନାଥ ବଜାର ନିକଟରେ ବାଇକ୍ ରେ ଯାଉଥିବା ରାକେଶ ଭୋଇ ଓ ବାଦଲ ରାଉତ ସମ୍ମୁଖ ରୁ ଫୁଲନଖରା ପଟୁ ସେକ୍ ଗଭର ଗୋବବସ୍ତ ଗ୍ରାମ କୁ ଯାଉଥିବା ସମୟରେ ତ୍ରିନାଥ ବଜାର ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ରାକେଶ ଭୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଡ଼ି ଚାଳକ ବାଦଲ ରାଉତ ଗୁରୁତର ଆହତ।। ଧକ୍କା ଏତେ ଜୋରରେ ଥିଲା ଯେ ଜଣେ ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ।ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ। କ୍ଷତିପୂରଣ ଦାବି ଏବଂ ର୍ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଜୟନ୍ତୀ ପାଳିତ।
ଚିଲିକା, ୧୨। ୭: ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ
ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ଡମଶାଳ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟର ପ୍ରଧାନ
ସୁଦର୍ଶନ ଦାରୁପୀଠରେ ପ୍ରଥମ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସୁଦର୍ଶନ ଦାରୁପୀଠ ନିକଟସ୍ଥ ପଡିଆରେ ପ୍ରଥମ ଥର ପାଇଁ ଏକ ଦିବସୀୟ 6 ଓଭର ବିଶିଷ୍ଟ ଦିବା-ରାତ୍ରୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ସୁଦର୍ଶନ ଦାରୁପୀଠରେ ରଥାଯାତ୍ରା ଓ ମନ୍ଦିରର ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀ ।
ବାଲିଅନ୍ତା ୧୧/୦୭ :- ବାଲିଅନ୍ତା ବ୍ଲକ ଗଡ କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦାରୁ ପୀଠରେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ
ବିଶିଷ୍ଟ ଶିକ୍ଷାବିତ ତଥା କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା
ଚିଲିକା, eel ୭: କବି କେବେ ମରେ ନାହିଁ, ଚିରକାଳ ଜିଇଁ ରହିଥାଏ ।ତାର ସାହିତ୍ୟରେ , ତାର ସୃଷ୍ଟି କାବ୍ୟ କବିତାରେ ।ଓଡ଼ିଆ ଭାଷାସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁରଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ
କୁନି କୁନି ଶିଶୁ ଗହଣରେ ବୃକ୍ଷ ରୋପଣ କରିଲେ ସେବା ପ୍ରତିନିଧି
ବାଲିଅନ୍ତା:-"ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ" । ଏହାକୁ ଆଖି ଆଗରେ ରଖି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୟୁରୋ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ସବୁବେଳେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଥିବା ବ୍ୟକ୍ତି,
କେଜି ରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ପଷ୍ଟ ନିର୍ଦେଶନାମା ପାଇଁ ଦାବୀ ଜଣାଇଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 9 ରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା "ଜ୍ଞାନୋଦୟ ଶିକ୍ଷା ରୁ ସମୃଦ୍ଧି ଯୋଜନା" ବା କେଜି ରୁ ପିଜି ମାଗଣା ଶିକ୍ଷା ବର୍ତମାନ ଏକ ଦ୍ୱନ୍ଦ୍ୱlତ୍ମକ ଓ ହାସ୍ୟାସ୍ପଦ ଯୋଜନାରେ ପରିଣତ ହୋଇଛି l କାରଣ ଉଚ
ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି
ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା
ବାଲିଅନ୍ତା:୦୮/୦୭-ମହାପ୍ରଭୁ ଲିଙ୍ଗରାଜଙ୍କ ଅସୁବିଧାର ସୁଧାର ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟ, ହିନ୍ଦୁ ଦେବୋତ୍ତର କମିଶନର, ଡଃ ନନ୍ଦକିଶୋର ସ୍ଵାଇଁ ଅଧ୍ୟକ୍ଷ, ଭାରତୀୟ ପ୍ରଶ୍ନ ତତ୍ତ୍ଵ ସର୍ବେକ୍ଷଣ, ଭୁବନେଶ୍ଵର। ମହାପ୍ରଭୁ ଲିଙ୍ଗରାଜଙ୍କ ଯେଉଁ କାର୍ଯ୍ୟାଳୟ ଅଛି, ସେଥିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ
୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା
ବାଲିଅନ୍ତା ୦୮/୦୭:-ଭୁବନେଶ୍ୱର ଓ୍ଵାର୍ଡ ନମ୍ବର ୬୭, ସୁନ୍ଦରପଦା ଓ କପିଳପ୍ରସାଦ ଅବସ୍ଥିତ।କପିଳପ୍ରସାଦ ଉପର ସାହିର ପୁରାତନ ଭଗବତ ମନ୍ଦିର ଗୃହ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ି ଛାରଖାର ହୋଇଯାଇଥିଲା। ସେଠାରେ ଥିବା ଭଗବତ ପୋଥିକୁ ସୁନ୍ଦରପଦା ତଳ ସାହିର ଭଗବତ ଗୃହକୁ ଦିଆଯାଇଥିଲା।
କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳନ।
ଚିଲିକା, ୭।୭: ବୋଲଗଡ଼ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କାଉତରା ରେ ସସ୍ମିତା ସାହୁଙ୍କ ତତ୍ୱାବଧାନରେ ସୋମବାର ଦିନ ବନମହୋତ୍ସବ ପାଳନ କରାଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ
କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ
ଭୁବନେଶ୍ୱର ତା 6 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ମାଗଣା ଶିକ୍ଷା ବୋଲି ଘୋଷଣା କରିବା ପରେ ସାରା ଓଡିଶାର ଅଭିଭାବକ ମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ସମସ୍ତେ ଭାବି ଥିଲେ କି ଯେହେତୁ
ପ୍ରତାପଶାସନ ପଞ୍ଚାୟତ ଜଳମଗ୍ନ ଅଞ୍ଚଳ ଦେଖିଲେ ତହସିଲ ପ୍ରଶାସନ ଏବଂ ଡ୍ରେନେଜ ବିଭାଗ
ବାଲିଅନ୍ତା,୬|୭(ଗୋବର୍ଦ୍ଧନ ଦାସ):ଲଗାଣ ବର୍ଷାର ପ୍ରଭାବରେ ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୪0 ରୁ ଅଧିକ ପରିବାର ଜଳବନ୍ଦୀ ହୋଇରହିଛନ୍ତି l ଲୋକେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତାୟାତ କରି କଲବଲ ହେଉଥିବା ଦେଖାଯାଇଛି
କପିଳେଶ୍ଵର ଜମିର ପୁନଉଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର
ବାଲିଅନ୍ତା୦୬/୦୭:- ଶ୍ରୀ କପିଳେଶ୍ଵର ମହାଦେବ ଜମିର ପୁନଉଦ୍ଧାର ପାଇଁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ଵର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜନ ଜାଗରଣ ମଞ୍ଚର ସମସ୍ତ ସଦସ୍ୟ
ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକ ପାଇବେ, ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ
ଭୁବନେଶ୍ୱର, ୬.୭ : ଓଡ଼ିଶାର ପ୍ରଖ୍ୟାତ ଆଇନଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବରିଷ୍ଠ ଓକିଲ ମାନସ
ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ
ବାଲିଅନ୍ତା ୦୫/୦୭ ଦିନେ ଦୁଇ ଦିନ ନୁହେଁ, ପାଞ୍ଚ ବର୍ଷ ଏକ ମାସ ଶାନ୍ତି ପୂର୍ଣ୍ଣ ଧାରଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ବର୍ଷ ଏକ ମାସ ଧରି ଲିଙ୍ଗରାଜ
ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ,ପୂଜା ପାଉଛନ୍ତି ପଟବ୍ରହ୍ମ
ବାଲିଅନ୍ତା୦୫/୦୭(ଗୋବର୍ଦ୍ଧନ ଦାସ):-ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ପୁରୀ ଜଗନ୍ନାଥ ମନ୍ଦିରର ନିତିକନ୍ତି ଅନୁସାରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ରେ ୧୦୮
ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି
ବାଲିଅନ୍ତା / ଭୁବନେଶ୍ୱର ୦୪/୦୭(ଗୋବର୍ଦ୍ଧନ ଦାସ) :- ଯୁବ ପିଢ଼ି ବର୍ତ୍ତମାନ ନିଶାଦ୍ରବ୍ୟ ମାତ୍ରାଧିକ ଭାବେ ସେବନ କରି ଅଳ୍ପ ଦିନରେ ନିଶାଡ଼ିଆ ହୋଇ ବିଭିନ୍ନ ଚୋରି, ରାହାଜାନୀ ଆଦି ଅନେକ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏପରି
ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତି·ରଣ
ଭୁବନେଶ୍ୱର, ୪.୭ : ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସାମନ୍ତ ନଟବର ସିଂହଙ୍କ ପୂଣ୍ୟତିଥିରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷପୂଜା ଓ ସ୍ମୃତି·ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ବନ ବିଭାଗ
ବିଦ୍ୟାଳୟରେ ବନଉତ୍ସବ ପାଳିତ
ବାଲିଅନ୍ତା,୪|୭(ଗୋବର୍ଦ୍ଧନ ଦାସ):ବନ ସପ୍ତାହ ଦିବସ ଉପଲକ୍ଷେ ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ବନଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କ୍ୟାପିଟାଲ ନର୍ସରୀର ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତ କୁମାର ଜେନା, ବାଲିପାଟଣା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଜୟନ୍ତୀ ପାଳିତ।