ବାଲିଅନ୍ତା ସୌମ ରଂଜନ ହତ୍ୟା ଘଟଣା ସାଙ୍ଗ ଓମ୍ କଲେ ବଡ ଖୁଲାସା

Priyabrata Barik: ଖୋର୍ଦ୍ଧା-ବାଲିଅନ୍ତା,୯/୫: ବହୁ ଚର୍ଚ୍ଚିତ ବାଲିଅନ୍ତ। ସୌମ୍ୟରଂଜନ ହତ୍ୟା ଘଟଣା ସାରା ଓଡ଼ିଶାରେ ଆଲୋଡଣ ସୃଷ୍ଟି କରିଛି । କେମିତି ସୌମ୍ୟ ଙ୍କୁ ହତ୍ୟା କରାଗଲା ସମସ୍ତେ ଜାଣିଛନ୍ତି, କିଏ କହୁଛନ୍ତି ଯୁବତୀ ଙ୍କୁ ଅସଦାଚରଣ କରିଥିବାରୁ ଗ୍ରାମବାସୀ ମାନେ ଅତି ଅମାନୁଷିକ ଭାବରେ ପିଟି ପିଟି ମାରିଦେଇଛନ୍ତି । କିନ୍ତୁ ସୌମ୍ୟ ଙ୍କ ମାଆ ଓ ମାମୁଁ ଅଭିଯୋଗ କରୁଛନ୍ତି ଆଗରୁ ପୂର୍ବ ଯୋଜନା ମୁତାବକ ହିସାବରେ ପ୍ଲାନ କରି ହତ୍ୟା କରାଯାଇଛି । କିନ୍ତୁ ଏହାରି ଭିତରେ ଘଟଣାଟି ନୂଆ ମୋଡ ନେଲାଣୀ, ପ୍ରତ୍ୟକ୍ଷଦର୍ଶୀ ହିସାବରେ ସୌମ୍ୟ ଙ୍କ ସାଙ୍ଗ” ଓମ୍ “ବଡ ଖୁଲାସା କରିଛନ୍ତି, ସେଦିନର ଘଟିଯାଇଥିବା ଘଟଣା । ମିଡିଆ ଆଗରେ ସବୁ ଘଟଣା ଗୋଟି ଗୋଟି କରି କଥା କହିଛିନ୍ତି । ସୌମ୍ୟରଂଜନ ସେଦିନ ଯୁବତୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରି ନ ଥିଲେ, ସୌମ୍ୟ କୁ ଫିଡ୍ସ ମାରିବାରି ଯୁବତୀଙ୍କ ଉପରେ ପଡି ଯାଇଥିଲେ, ଯୁବତୀଙ୍କ ସ୍କୁଟିରେ ବାଇକ୍ ଧକ୍କା ହୋଇଯାଇଥିଲା । ଯୁବତୀ ଏବଂ ସୌମ୍ୟ ଙ୍କ ମଧ୍ଯରେ ଯୁକ୍ତ ତର୍କ ଲାଗିଲା, ସୌମ୍ୟ ଯୁବତୀଙ୍କୁ ଗାଳି ଗୁଲଜ ସହ ମାଡ ମାରିଥିଲେ, ଏହାରି ଭିତରେ ଗାଁ ଲୋକ ମାନେ ଆସି
[1:53 am, 9/5/2026] Priyabrata Barik: ସୌମ୍ୟ କୁ ପିଟି ଚାଲିଲେ । ଘଟଣାର ୧୫ ମିନିଟ୍ ପରେ PCR ଭ୍ୟାନ୍‌ ଆସି ପହଁଚିଲା, ପୋଲିସ ଉପସ୍ଥିତିରେ ମଧ୍ୟ ଲୋକମାନେ ସୈମ୍ୟରଂଜନ କୁ ମାଡ ମାରି ଚାଲୁଥିଲେ ।କିଛି ସମୟ ପରେ ସାଦା ପୋଷାକ ରେ ଜଣେ SI ଆସିଥିଲେ,ପୋଲିସ SI ଙ୍କୁ ଲୋକମାନେ ବିରୋଧ ସହ ଗାଳି ଗୁଲଜ କରିଥିଲେ । ଲୋକ ମାନେ କିଛି ନ ଶୁଣି ମାଡ ମାରି ଚାଲିଥିଲେ ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page