ବାଲିଅନ୍ତା,୨୨|୫(ଗୋବର୍ଦ୍ଧନ ଦାସ):ଲୋକ ଜନଶକ୍ତି(ରାମ ବିଲାସ)ର କାର୍ଯ୍ୟକାରିଣୀ ବୈଠକ ଆଜି ଧଉଳି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ଡ଼. ରାଜନ ଲାଲ ଶ୍ରୀବାସ୍ତବ ଯୋଗଦେଇ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ତୃଣମୂଳ ସ୍ତରରୁ ଦଳ କିଭଳି ସୁଦୃଢ ହେବ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଜିଲ୍ଲା ସଭାପତି ଏବଂ କର୍ମୀ ମାନଙ୍କୁ କହିଥିଲେ l ମହିଳା ସେଲ, ଲିଗାଲ ସେଲ, ଏସ. ସି /ଏସ. ଟି ସେଲ, ମାଇନୋଟାରି ସେଲ ଉପରେ ସମୀକ୍ଷା କରିଥିଲେ l ଏହି ଅବସରରେ ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗଠନ କରାଯିବା ସହ ୨୨ ଟି ଜିଲ୍ଲାରେ ଦଳର କାର୍ଯ୍ୟାଳୟ ଖୋଲାହେବା ନିମନ୍ତେ ସ୍ଥିର କରାଗଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ କଲ୍ୟାଣୀ ବାରିକ, ଏସ. ସି/ଏସ. ଟି ସେଲର ସଭାପତି ନୃସିଂହ ସିଲପାତିଆ, ଲିଗାଲ ସେଲର ସଭାପତି ଶୁଭ୍ରଜିତ ମହାନ୍ତି, ସମ୍ପାଦକ ରତ୍ନାକର ସ୍ୱାଇଁ, ଚିତ୍ତରଞ୍ଜନ ବରାଳ, ଉପସଭାପତି ମୁସ୍ତାକ ଅଲ୍ଲୀ, ପିତବାସ ପଣ୍ଡା, ଶରତ ଚନ୍ଦ୍ର ରଣବିଡା, ଅନିତା ନାୟକ ସମେତ ଜିଲ୍ଲା ସଭାପତି ଯୋଗଦେଇଥିଲେ l
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ
ବାଲିଅନ୍ତା ୨୨/୦୫:-ବାଲିଅନ୍ତା ଥାନା ୨୧.୦୫.୨୦୨୬ ରେ ବାଲିଅନ୍ତା ଥାନାର ଏସଆଇ ରାଜେଶ କୁମାର ପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀମାନେ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସହ ଅବକାରୀ ଚଢ଼ାଉ ଡ୍ୟୁଟିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ବେଳେ ବେଣୁପୁର ଗ୍ରାମ ନିକଟରେ ବିଶ୍ୱସ୍ତ
ଲୋକ ଜନଶକ୍ତି ଦଳର କାର୍ଯ୍ୟକାରିଣୀ ବୈଠକ
ବାଲିଅନ୍ତା,୨୨|୫(ଗୋବର୍ଦ୍ଧନ ଦାସ):ଲୋକ ଜନଶକ୍ତି(ରାମ ବିଲାସ)ର କାର୍ଯ୍ୟକାରିଣୀ ବୈଠକ ଆଜି ଧଉଳି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ଡ଼. ରାଜନ
ବିଶ୍ୱଶାନ୍ତି,ସତ୍ୟ, ସୁରକ୍ଷା ସହିତ ମାନବବାଦ ଆଜିର ପ୍ରାସଙ୍ଗିକତା
ଭୁବନେଶ୍ୱର ତା 21/05/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ବିଶ୍ୱ ଶାନ୍ତି, ସଂହତି, ଉନ୍ନତିର ମାର୍ଗ "ଶାନ୍ତିପଥ 'ର ଅଷ୍ଟମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ, ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ
ସମାଜସେବୀ ମଙ୍ଗରାଜ ବାରିକଙ୍କ ପରଲୋକ ।
ଚିଲିକା,୨୨।୫: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ସମାଜସେବୀ ମଙ୍ଗରାଜ( ମଙ୍ଗୁଳି) ବାରିକଙ୍କ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର
ଆଗକୁ ଲଘୁଚାପ ସୃଷ୍ଟି ହେବ
ଭୂବନେଶ୍ଵର,୨୨/୫: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜରି ରହିଥିବା ବେଳେ, ଅସହ୍ୟ ଗୁଳୁଗୁଳି ତା ସହିତ ପ୍ରଚୁର ମାତ୍ରାରେ ତାପମାତ୍ରା ବଢି ବଢି ଚାଲିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି, ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଗଛ ଲତା
ଗାଡି ଚୋରୀ କରି ବନ୍ଧାହେଲେ ୩ ପେସାଦାର ଅଭିଯୁକ୍ତ:
ବାଲିଅନ୍ତା,୨୧|୫():ଗାଡି ଚୋରୀ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ହାତରେ ୩ ପେସାଦାର ଅଭିଯୁକ୍ତ l ସେମାନେ ହେଲେ ଏହି ଥାନା ରଘୁନାଥପୁର ଉପରସାହି ଗ୍ରାମର ସାଗର ଓରଫ ଶୋଭନ ଧିର, କୁମାରଡିହ ଭୋଇସାହି ଗ୍ରାମର କାହ୍ନା ଓରଫ କାହ୍ନୁ ଚରଣ
ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ୩ ଗିରଫ
ବାଲିଅନ୍ତା,୨୧|୫):ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ସେମାନେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଗୁରୁପାଲ ଗ୍ରାମର ସନ୍ତୋଷ କୁମାର ନାୟକ, ଭଦ୍ରକ ବରଣ୍ଡୁଆ ଥାନା ବେତଡା
OKS ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ
ଓଡ଼ିଆ କଳାକାରଙ୍କ ସ୍ୱର (OKS) , କଳାକାର ମହାସଂଘ ପକ୍ଷରୁ ଆଜି ତା 21/5/2026 ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ 500 ଜଣ ପଥଚାରୀଙ୍କୁ ପଖାଳ ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,
ସବ୍ୟସାଚୀ ଅମିତାଭଙ୍କୁ ଗିରଫ ବେଆଇନ -ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଭୁବନେଶ୍ୱର ତା -21/05/26 ସଂସ୍କୃତି ପୁରୁଷ, ବରିଷ୍ଠ ସ୍ତମ୍ଭକା ତଥା ପୁଜ୍ୟପୂଜା ପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ସବ୍ୟସାଚୀ ଅମିତାଭଙ୍କୁ ପୋଲିସ ବେଆଇନ ଭାବେ ଗିରଫ କରିବା ସହିତ ସାମ୍ବାଦିକଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା ଚଳାଇଛି ବୋଲି ମତବ୍ୟକ୍ତ
ବାଣୀଚିତ୍ର ସମ୍ମାନ, ଶ୍ରେଷ୍ଠ ନବାଗତ ନାୟକ ୨୦୨୬ ର ଭାରତ ପୁଷ୍ପରାଗ
ଭୂବନେଶ୍ଵର,୨୧/୦୫:ମାସିକ ପତ୍ରିକା ବାଣୀଚିିତ୍ର ତାର ୫୮ତମ ପୂର୍ତ୍ତି ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ୧୮/୫/୨୦୨୬ ତାରିଖ ସଂଧା ରେ ପାଳନ କରିଥିଲା ଏହି ଅବସରରେ, ଉତ୍ସବକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ ଉଦ୍ଘାଟନ କରିଥିବା ବେଳେ, ମୂଖ୍ୟ ଅତିଥି
ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି
ବାଲିଅନ୍ତା,୨୦।୫ (ଗୋବର୍ଦ୍ଧନ ଦାସ): ଭୁବନେଶ୍ଵରକୁ ଜିଲ୍ଲା ମାନ୍ୟତା ଦାବିରେ ଜୟଦେବ ଓକିଲ ସଂଘ ପକ୍ଷରୁ ଭୁବନପୁର ମା'ଉତ୍ତରମୁଖୀ ପୀଠରେ ବୁଧବାର ଦିନ ସଂଘର ସଭାପତି ବିଭୂତିଭୂଷଣ ମର୍ଦ୍ଦରାଜ ରାୟ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟଦେବ ନିର୍ବାଚନମଣ୍ଡଳୀର ଓକିଲ
ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟଁ। ଗିରଫ୍
ଭୂବନେଶ୍ୱର,୨୦/୫:ଓଡିଆ ଅଭିନେତା ରଶ୍ମୀକାନ୍ତ ଭୂୟାଁ କୁ ଗିରଫ୍ କଲା ମହିଳା ଥାନା ପୋଲିସ୍ । ଫିଲ୍ମ କରିବା ନାଁରେ ଯୁବତୀ ଙ୍କୁ ପ୍ରଥମେ ବନ୍ଧୁତା ତାପରେ ପ୍ରେମ, ପ୍ରତିଶୃତି, ବିବାହ ପୁଣି ପ୍ରତାରଣା,ଦେଇ ଯୁବତୀ ଜଣଙ୍କୁ ଠକି ଥିଲା । ଫିଲ୍ମ
କଟକ, ଟାଙ୍ଗୀ ବ୍ଳକ୍ ର ହଟ୍ଟଗୋଳ ଘଟଣା
କଟକ, ଟାଙ୍ଗୀ, ୨୦/୫:ଟାଙ୍ଗୀ ବ୍ଳକ୍ ରେ ବି ଜେ ପି .ନେତା ଅରିନ୍ଦମ୍ ରାୟ ଏବଂ ଅଭୟ ବାରିକ ଟାଙ୍ଗୀ ବ୍ଳକ୍ ରେ ପସି ବି ଡି ଓ ଙ୍କୁ ଦୁବ୍ୟହାର କରିଥିବା ବି ଡି ଓ ଏବଂ କର୍ମଚାରୀ ମାନେ
ଆଜି ମିଳିବ ନାହିଁ କୌଣସି ମେଡିସିନ୍
ଭୁବନେଶ୍ୱର,୨୦/୦୫: ଆଜି ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବାକୁ ଯାଉଛି । ସୂଚନା ମୁତାବକ ଆଜି ଅର୍ଥାତ୍ ୨୪ ଘଣ୍ଟା ପାଇଁ ରାଜ୍ୟରେ ସମସ୍ତ ମେଡିସିନ୍ ଦୋକାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ କେମେଷ୍ଟ୍ରି
ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ
ବାଲିଅନ୍ତା ୧୯/୦୫:-ବାଲିଅନ୍ତା ଥାନା ପୋଲିସ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ତିନି ହାଇୱା ଟ୍ରକ ଜବତ କରିବା ସହ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ପୋଲିସ୍ ସୁତ୍ରରୁ ପ୍ରକାଶ ଥାଉ କି ବାଲିଅନ୍ତା
୫ ରାଜପଥ ଲୁଟିଆ ଗ୍ୟାଙ୍ଗ ଗିରଫ ; ମୋଟର ସାଇକଲ ଓ ମୋବାଇଲ ଜବତ
ବାଲିଅନ୍ତା,୧୯|୫:ଧଉଳି ଥାନା ପୁଲିସ ଆଜି ୫ ଜଣ ରାଜପଥ ଲୁଟିଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଏଥିସହ ସେମାନଙ୍କ ଠାରୁ ୨ ଟି ମୋଟର ସାଇକଲ ଓ ୯ ଟି ମୋବାଇଲ ଫୋନ ଜବତ କରିଛି l ଜାମିନ
ମା’ ଖିଲାମୁଣ୍ଡାଙ୍କ ପୀଠରେ ବିଶ୍ଵ ଶାନ୍ତି ଚ଼ଣ୍ଡୀ ମହାଯଜ୍ଞ ଓ ଦେବାଦେବୀଙ୍କ ମହା ମିଳିନ ।
ଚିଲିକା,୧୯।୫:ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାପଞ୍ଚାୟତ ଓ ଦେଓଗାଁଁ ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ମା' ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ
ବାଲିଅନ୍ତା ଥାନାରେ ନୂତନ ଥାନାଧିକାରୀ
ବାଲିଅନ୍ତା,୧୯|୦୫):ବାଲିଅନ୍ତା ଥାନାର ନୂତନ ଥାନା ଅଧିକାରିଣୀ (ଆଇଆଇସି) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଥାନା ପରିସରରେ ସଂଘର କର୍ମକର୍ତ୍ତା ଓ
ବ୍ରହ୍ମପୁରରେ ବାଲିଅନ୍ତା ଘଟଣାର ପୁନରାବୃତ୍ତି
ବ୍ରହ୍ମପୁର,୧୯/୫: ସତେ ଯେମିତି ଆପରାଧୀ ମାନଙ୍କର ପୋଲିସକୁ ଏବଂ ଆଇନ୍ କାନୁନ୍କୁ ବେଖାତିର କରିବାରେ ଲାଗିଛନ୍ତି।କିଛି ଦିନ ତଳେ ଡି ଜି ପି, ୱ। ବି ଖୁରାନିଆ ଅପରାଧୀ ମାନଙ୍କୁ ସାବାଡ କରିବାପାଇଁ ସିଧା ଏନ୍ କାଉଣ୍ଟର୍ କରିବା ପାଇଁ ନିର୍ଦ୍ଦେଶ
ଚିକିତ୍ସା ପାଇଁ ୪୪ ମାସ ଧାରଣାରେ ସେବା ପ୍ରତିନିଧି
ବାଲିଅନ୍ତା , ଭୁବନେଶ୍ଵର ୧୯/୦୫ :- ରାଜଧାନୀର ପୂରାତନ ପୈ।ର ଚିକିତ୍ସାଳୟ ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଆର ଟି ଆଇ ତଥ୍ୟ ଅନୁସାରେ ବର୍ତ୍ତମାନ ୪୧ ଡାକ୍ତରରୁ ୯ ଜଣ ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରୁଅଛନ୍ତି। ଏହାର ପ୍ରତିକାର ପାଇଁ ଜନସାଧାରଣଙ୍କୁ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ବେଆଇନ ମଦ ବିକ୍ରି କରି ଯୁବକ ଗିରଫ। ୮୩ ଟି ଆସ୍କା ୪୦ ଜବତ
ସମାଜସେବୀ ମଙ୍ଗରାଜ ବାରିକଙ୍କ ପରଲୋକ ।