ୱାଶିଂଟନ୍ ଇରାନ ଦୁଇଟି ଭାରତୀୟ ପତାକାଯୁକ୍ତ ଏଲପିଜି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିବାକୁ ଅନୁମତି ଦେଇଛି । ଇରାନର ଏହି ପଦକ୍ଷେପ ଯୋଗୁଁ ଦେଶରେ ଦେଖା ଦେଇଥିବା ରନ୍ଧନ ଗ୍ୟାସ୍ ସଙ୍କଟ କିଛି ମାତ୍ରାରେ କମ କରିବାରେ ସାହାଯ୍ୟ ହେବ ।ସୂଚନା ଅନୁସାରେ ମାର୍ଚ୍ଚ ୧ ପାଖାପାଖି ସାଉଦି ଆରବୀୟ ତୈଳ ନେଇ ଶନିବାର ଦିନ ଏକ ଅଶୋଧିତ ଟ୍ୟାଙ୍କର୍ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଇରାନ ସରକାରଙ୍କ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରାଯାଇଛି । ବିଶେଷ କରି ଆମେରିକା ସମର୍ଥôତ ପଶ୍ଚିମ ଏସୀୟ ଦେଶ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଇବା ପରେ ଏହି ରାସ୍ତା ଦେଇ ଯାଉଥିବା ଜାହାଜଗୁଡ଼ିକୁ ଇରାନ ଟାର୍ଗେଟ୍ କରିଛି । ଭାରତର ଅଧିକାଂଶ ଏଲପିଜି ଆମଦାନୀ ଉପସାଗର ଉତ୍ପାଦକଙ୍କଠାରୁ ଆସିଥାଏ । ପର୍ସିଆନ ଉପସାଗରକୁ ବିଶ୍ୱ ବଜାର ସହିତ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ପଥ ହର୍ମୁଜ୍ ପ୍ରଣାଳୀ ଦେଇ ପଠାଇଥାଏ ।ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ହର୍ମୁଜ୍ ପ୍ରଣାଳୀ ଜଳପଥ ବନ୍ଦ ରଖିବାକୁ କହିଥିଲେ ଳ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ୭ ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି । ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି । ଇରାନର ସ୍ଥିତି ଦୁର୍ବଳ ହୋଇଯାଇଛି ଏବଂ ସଂଘର୍ଷର ଫଳାଫଳ ଏବେ ସ୍ପଷ୍ଟ ହେବାରେ ଲାଗିଛି ବୋଲି ଟ୍ରମ୍ପ କହିଛନ୍ତି । ତଥାପି ହ୍ୱାଇଟ ହାଉସ ଏପର୍ଯ୍ୟନ୍ତ ଏହି ଦାବି ସମ୍ପର୍କରେ କୌଣସି ତୁରନ୍ତ ସରକାରୀ ପ୍ରତିକ୍ରିୟା ଜାରି କରିନାହିଁ ।ଏ୭ ନେତାଙ୍କ ସହ ଅନୁଷ୍ଠିତ ଅନଲାଇନ ବୈଠକରେ ଟ୍ରମ୍ପ ଘୋଷଣା କରିଥିଲେ, ଆମେ ଆମ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା କ୍ୟାନସରକୁ ଦୂର କରିଛୁ । ଏହି ପରିପ୍ରେକ୍ଷୀରେ ସେ ‘ଅପରେଶନ ଏପିକ ଫ୍ୟୁରି’ – ଇରାନ ବିରୋଧରେ କରାଯାଇଥିବା ସାମରିକ ଅଭିଯାନର ଫଳାଫଳ ଉପରେ ମଧ୍ୟ ଆଲୋକପାତ କରିଥିଲେ ।ଟ୍ରମ୍ପ ଉଲ୍ଲେଖ କରିଥିଲେ ଯେ, ଇରାନରେ ବର୍ତ୍ତମାନ ଜଣେ ଦୃଢ ନେତାଙ୍କ ଅଭାବ ଅଛି । ଫଳସ୍ୱରୂପ, ଦେଶର ଭିତରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ ଘୋଷଣା କରିବାକୁ ସକ୍ଷମ ।ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ହୋଇଗଲାଣି ଏବଂ ଏହି ସମୟ ମଧ୍ୟରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଧାରା ଅବିରତ ଜାରି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ବଡ଼ ଝଟକା । ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ । ଏକ ଏୟାର ଷ୍ଟ୍ରାଇକରେ ମୋଜତାବା ଖାମେନେଇ ଗୋଡ଼ ହରାଇ କୋମାରେ ପୀଡ଼ିତ ହୋଇଛନ୍ତି । ଏକ ବିଶେଷ ସୂତ୍ରରୁ ମିଳିଛି ଏହି ସୂଚନା । ପିତା ଆୟୋତ୍ତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନୂଆ ସୁପ୍ରିମ ଲିଡର ହୋଇଥିବା ମୋଜତାବାଙ୍କ କୋମା ସ୍ଥିତି ନେଇ ବିଗିଡ଼ିଛି ଇରାନର ପ୍ରତିରକ୍ଷା ବ୍ୟବସ୍ଥା । ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ବେଳେ ମୋଜତାବା ଆହତ ହୋଇଥିବା ସୂଚନା ମିଳିଛି । ମୋଜତାବା କୋମାରେ ପୀଡ଼ିତ ହେବା ପରେ ବର୍ତ୍ତମାନ ଇରାନ ସେନାକୁ କିଏ ପରିଚାଳନା କରିବ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ତେବେ ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ମୋଜତାବାଙ୍କୁ କଡ଼ା ସୁରକ୍ଷା ବଳୟରେ ରଖିଥିଲା ଇରାନ ପ୍ରତିରକ୍ଷା ବିଭାଗ । ଓଜଏଉ ସମେତ ଇରାନର ଖୁଖାର୍ ପୋଲିସ ବାହିନୀ ସୁରକ୍ଷା ବଳୟରେ ରହିଥିଲେ ମୋଜତାବା । ଏତେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ମୋଜତାବା କିପରି ଆକ୍ରମଣର ଶିକାର ହେଲେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଇରାନ ଉପରେ ମିଳିତ ଆକ୍ରମଣ କରିଥିବା ଆମେରିକା ଓ ଇସ୍ରାଏଲକୁ ମଧ୍ୟ ଯୁଦ୍ଧରେ ଖୁବ୍ କ୍ଷତିର ସାମ୍ନା କରିବାକୁ ପଡ଼ୁଛି । ଏହି ଯୁଦ୍ଧରେ ଏବେସୁଦ୍ଧା ସରକାରୀ ତଥ୍ୟାନୁସାରେ ଆମେରିକାର ଚାରୋଟି ବିମାନ ନଷ୍ଟ ହୋଇଛି ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି
ଭୁବନେଶ୍ୱର ତା 8 ରିଖ l ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସିଏଚ୍ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲା l ସର୍ବ ଭାରତୀୟ ସ୍ତରରେ ନିଟ, ସିବି ଏସଇ
ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ
ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା
ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ
:-ଜନଶୁଣାଣୀ ରେ ଉଠିଲା ବସ ସମସ୍ୟା ଶହ ପିଏମ ଆବାସ:-ମାତ୍ର ୩୬ଟି ଅଭିଯୋଗ ପଞ୍ଜିକୃତକାକଟପୁର,୦୮/୦୬:-ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହାର ଆଭିମୁଖ୍ୟ ହେଉଛି ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ
ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର
:-ପାଟ୍ରୋଲିଂ ହେଉଛି ଯଦି ଚୋରି ହେଉଛି କିପରିହୁଣ୍ଡୀ ଭାଙ୍ଗୁଛି , ତାଲା ଭାଙ୍ଗୁଛି, ଖାକୀ ର ନିଦ ଭାଙ୍ଗୁନି:-ଅସ୍ତରଙ୍ଗ ରେ ଲଗାତାର ମନ୍ଦିର ଚୋରି କାହାଣୀ:-ଥାନାରେ ମାମଲା ହୋଇ ହୋଇ ଫାଇଲି ଧୂଳି ଅସ୍ତରଙ୍ଗ:-୦୮/୦୬:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରେ ଦେବାଦେବୀ
ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ
ଅସ୍ତରଙ୍ଗ,୦୮/୦୬- ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ମୋତି କଲ୍ୟାଣ ମଣ୍ଡପରେ ସଦସ୍ୟତା ଅଭିଯାନ ନେଇ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ବରେ
ଶବ ସତ୍କାର ରୁ ସ୍ୱଛତା ସବୁଥିରେ ଆଗୁଆ
:-ଯେଉଁଠି ପ୍ରଶାସନ ପହଂଚେନି, ସେଠି ପହଞ୍ଚେ 'ସବୁଜ ଶାଖା ":-"ସବୁଜ ଶାଖା "ହେଲା "ପ୍ରକୃତି ମିତ୍ର ":-ଦିବାକର ଛାଟୋଇ ଙ୍କ ଆଦର୍ଶ ରେ ଆଗେଇ ଚାଲିଛି "ସବୁଜ ଶାଖା "କାକଟପୁର:-୦୮/୦୬:-ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ସ୍ଥିତ ବ୍ଲୁ ଫ୍ଲାଗ ବିଚ
କୃତି ଛାତ୍ର ଙ୍କୁ ମିଳିଲା ସର୍ବୋଚ୍ଚ ସଂମ୍ମାନ
:-ନିଜ ସ୍କୁଲର ଭିତ୍ତିପ୍ରସ୍ତର ଦେଲେ ରୁଦ୍ର -ସୂର୍ଯ୍ୟ:-୧୮ମାସ ରେ ସରିବ ସ୍ମାଟ କ୍ଲାସ ଓ ଡିଜିଟାଲ ଲ୍ୟାବ କାମ କାକଟପୁର :-୦୮/୦୬:-ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ସଫଳତା ପାଇଁ ପୁରୀ ଜିଲ୍ଲା କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ଗର୍ବର ଦିନ ।
27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ, ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ
ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର
ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ୧୦ମ ବାର୍ଷିକୋତ୍ସବ ଅନୁଷ୍ଠିତ
ଭୁବନେଶ୍ବର : ଆଜି ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ବତ ମଞ୍ଚର ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି
କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଖାଲି, ରାସ୍ତା ଉପରେ ବସ ର ଦରବାର:-ଯାତ୍ରୀ ଆଣିବା ବାହାନାରେ ମୁଖ୍ୟ ବଜାର ରୁ ଥାନା ଯାଏଁ ଲମ୍ବା ହୋଇ ବସ, ଆମ୍ବୁଲାନ୍ସ ବି ଫସୁଛି; ପ୍ରଶାସନ ନିରବ
କାକଟପୁର-୦୮/୦୬:-ପୁରୀ ଜିଲ୍ଲା କାକଟପୁର ହେଉଛି ମା 'ମଙ୍ଗଳା ଙ୍କ ପାଇଁ ପ୍ରସିଦ୍ଧ । ରାଜ୍ୟ ତଥା କୋଣ ଅନୁକୋଣ ରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଅସ୍ତରଙ୍ଗ ରୁ ଭୁବନେଶ୍ୱର, କଟକ, ପାରାଦ୍ୱୀପ ଗମନାଗମନ ପାଇଁ କାକଟପୁର
ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ
ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା
27ହଜାର କୋଟି ଘୋଟlଲାର ସିବିଆଇ ତଦନ୍ତ, ପ୍ରଦୀପ ଜେନାଙ୍କ ଇସ୍ତଫା ସ୍ୱଇଚ୍ଛା ନୁହେଁ ଚାପ
ବିଜୁଳି ଉତ୍ପାଦନଠୁ କଂଜୁମର ପର୍ଯ୍ୟନ୍ତ ମିଟରିଙ୍ଗ, ଘନ ଘନ ବିଜୁଳି କାଟ ପାଇଁ ଏସଏଲଡିସି ଡାଇରେକ୍ଟରଙ୍କୁ ତୁରନ୍ତ ବହିଷ୍କାର : ଉପଭୋକ୍ତା ମହାସଂଘ ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର
ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଘର
ଭୁବନ,(ବିମଳ କୁମାର ରଣାଙ୍କ ରିପୋର୍ଟ): ଶିଶିର ସାହୁଙ୍କ ବାସଗୃହ ସଂପୂର୍ଣ୍ଣ ଭାବେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡରେ ଘରର ସଂପୂର୍ଣ୍ଣ ଜଳି
ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।
ବାଲିଅନ୍ତା:୦୫/୦୬(ଗୋବର୍ଦ୍ଧନ ଦାସ)ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଵେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଧଉଳି ଛକରୁ ଧଉଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ହାତରେ ପ୍ଲାଗକାଡ ଧରି ପରିବେଶ ସୁରକ୍ଷା,ଗୋଟିଏ
ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ lଗଙ୍ଗୁଆ ଓ ଦାୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l
ପରିବେଶ ସୁରକ୍ଷା ପାଇଁ ଗଛ ମଧ୍ୟ ଲଗାଇଲେ lଭୁବନେଶ୍ୱର ତା 5 l 6 l ବିଶ୍ୱ ପରିବେଶ ଦିବସ ଅବସରେ ନଦୀ ଆନ୍ଦୋଳନକାରୀ ମାନେ ଆଜି ଗଙ୍ଗୁଆ କୂଳରେ ଏକତ୍ରିତ ହୋଉ ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି କରିବା ସହିତ
ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି
ଚାନ୍ଦବାଲି: ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ବାପା ବିଦ୍ଯାଧର ବେହେରା ଏବଂ ଝିଅ ମଧୁସ୍ମିତା ବେହେରାଙ୍କ ସହିତ ମନୋରଞ୍ଜନ ବେହେରା
ସ୍କୁଟି ଚୋରୀ କରି ଧରାପଡିଗଲା ଦୁର୍ବୁତ୍ତ
ବାଲିଅନ୍ତା,୪|୬(ଗୋବର୍ଦ୍ଧନ ଦାସ):ସ୍କୁଟି ଚୋରୀ କରି ବନ୍ଧାହେଲା ଦୁର୍ବୁତ୍ତ l ଘଟଣାଟି ଧଉଳି ଥାନାରେ ଘଟିଥିବା ବେଳେ ପୁଲିସ ଉକ୍ତ ଚୋରକୁ ବାନ୍ଧି ଅଦାଲତ ଚାଲାଣ କରିଛି l ସେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ନୋଳିଆ ସାହିର ପପୁ ଓରଫ ନିର୍ମଳ
ବେଆଇନ ବାଲି ପରିବହନରେ ଟ୍ରାକ୍ଟର ଜବତ,ଚାଳକ ଗିରଫ।
ବାଲିଅନ୍ତା ୦୪/୦୬(ଗୋବର୍ଦ୍ଧନ ଦାସ):- ଧଉଳି ଥାନାର ଏଏସ୍ଆଇ ମନ୍ମଥ କୁମାର ବେହେରାଙ୍କ ରିପୋର୍ଟ ଉପରେ ଉପରୋକ୍ତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ଆଜି ତା. ୦୪.୦୬.୨୦୨୬ ରିଖ ପ୍ରାୟ ରାତି ୧୨:୫୦ ମିନିଟ୍ ସମୟରେ ଧଉଳି ଥାନା
ବିଶ୍ୱ ସାଇକେଲ ଦିବସ ପାଳିତ।
ବାଲିଅନ୍ତା, ୩/୬ (ଗୋବର୍ଦ୍ଧନ ଦାସ): - ବିଶ୍ୱ ସାଇକେଲ ଦିବସ ଅବସରରେ ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ମେରା ଯୁବ ଭାରତ, ଖୋରଧା ଓ ଯଶୁଆପୁର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ଯଶୁଆପୁର ସରକାରୀ ଉନ୍ନୀତ
ବରିଷ୍ଠ ସମାଜସେବୀ ଗଦାଧର ଖୁଣ୍ଟିଆଙ୍କ ବିୟୋଗ
ଖୋର୍ଦ୍ଧା ତା 02/06/26 ମହିମା ସେବା ଫାଉଣ୍ଡେସନର ସଭାପତି, ସମାଜସେବୀ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ନିଷ୍ଠାପର ବ୍ୟକ୍ତିତ୍ୱ, ନାରାୟଣ ଖୁଣ୍ଟିଆଙ୍କ ପିତା ଗଦାଧର ଖୁଣ୍ଟିଆଙ୍କ ଖୋର୍ଦ୍ଧା ନୟାପଲ୍ଲୀ ସ୍ଥିତ ଦେଉଳି ଠାରେ ଦେହାନ୍ତ ହୋଇଛି l ଜଣେ ସରଳ,
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment